ୟାକୁ ବି ଜଣା ବନ୍ଧୁକ ତିଆରି କୌଶଳ

ଫୁଲବାଣୀ(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ପଟମାହା ଗାଁରେ ଚଢ଼ାଉ କରି ଦେଶୀ ବନ୍ଧୁକ ତିଆରି ଓ ବିକ୍ରି ଅଭିଯୋଗରେ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଜଙ୍କିଆ କହଁର। ପୋଲିସ ତାଙ୍କଠାରୁ ୪ଟି ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି।  ତେବେ ଏହି କାରବାରରେ ଆଉ କାହାର ହାତ ଅଛି କି ନାହିଁ ତାହା ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Rakesh Mallick
  • Published: Tuesday, 26 September 2017
  • , Updated: 26 September 2017, 11:55 AM IST

Related story