ଦଣ୍ଡଦେଲା କଙ୍ଗାରୁ କୋର୍ଟ: ଗାଁ ସାରା ଘଣ୍ଟ ବାଡ଼େଇ ବୁଲୁଛନ୍ତି  ୱାର୍ଡ ମେମ୍ୱରଙ୍କ ସ୍ୱାମୀ

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କୁ ନିର୍ଯାତନା ଦିଆଯାଇଥିବା ନଜରକୁ ଆସିଛି। ବଡକେରା ପଞ୍ଚାୟତ ୮ ନମ୍ବର ୱାର୍ଡର ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।  ଘଣ୍ଟ ବଜାଇ ଗାଁ ବୁଲିବାକୁ ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କୁ ବାଧ୍ୟ କରାଯାଇଥିବା ଜଣାପଡ଼ିଛି।

[vc_video link="" align="center"]

ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନରେ ତାଙ୍କ ପତ୍ନୀ ନିଜ ପସନ୍ଦରେ ଭୋଟ ଦେବା ପ୍ରସଙ୍ଗକୁ ନେଇ ଗାଁଲୋକେ ୱାର୍ଡମେମ୍ବରଙ୍କ ସ୍ୱାମୀଙ୍କୁ ଅର୍ଥଦଣ୍ଡ ଘୋଷଣା କରିଥିଲେ।  ଟଙ୍କା ଦେଇପାରିବେନି ବୋଲି ୱାର୍ଡମେମ୍ବରଙ୍କ ସ୍ୱାମୀ କହିବାରୁ, ଗାଁ ସାରା ତାଙ୍କୁ ଘଣ୍ଟ ବାଡ଼େଇ ବୁଲିବାକୁ କହିଥିଲେ ଲୋକେ।

Ordigital Desk
• Published: Thursday, 06 July 2017
• Updated: 06 July 2017, 12:36 PM IST

Sports

Latest News

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କୁ ନିର୍ଯାତନା ଦିଆଯାଇଥିବା ନଜରକୁ ଆସିଛି। ବଡକେରା ପଞ୍ଚାୟତ ୮ ନମ୍ବର ୱାର୍ଡର ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।  ଘଣ୍ଟ ବଜାଇ ଗାଁ ବୁଲିବାକୁ ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କୁ ବାଧ୍ୟ କରାଯାଇଥିବା ଜଣାପଡ଼ିଛି।

[vc_video link="" align="center"]

ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନରେ ତାଙ୍କ ପତ୍ନୀ ନିଜ ପସନ୍ଦରେ ଭୋଟ ଦେବା ପ୍ରସଙ୍ଗକୁ ନେଇ ଗାଁଲୋକେ ୱାର୍ଡମେମ୍ବରଙ୍କ ସ୍ୱାମୀଙ୍କୁ ଅର୍ଥଦଣ୍ଡ ଘୋଷଣା କରିଥିଲେ।  ଟଙ୍କା ଦେଇପାରିବେନି ବୋଲି ୱାର୍ଡମେମ୍ବରଙ୍କ ସ୍ୱାମୀ କହିବାରୁ, ଗାଁ ସାରା ତାଙ୍କୁ ଘଣ୍ଟ ବାଡ଼େଇ ବୁଲିବାକୁ କହିଥିଲେ ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos