ପର୍ସରେ ରଖନ୍ତୁ ଏହି ପତ୍ର: ଅର୍ଥର ଅଭାବ ରହିବନି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଟଙ୍କା ରୋଜଗାର କରିବା ପାଇଁ ଲୋକେ ଖୁବ୍‌ ପରିଶ୍ରମ କରନ୍ତି। ବେଳେବେଳେ ଏମିତି ଦେଖାଦିଏ ଯେତେ ପଇସା ରୋଜଗାର କଲେବି ପର୍ସରେ ଟଙ୍କାଟେ ରୁହେନି। ସବୁବେଳେ ଅର୍ଥାଭାବ ଦେଖାଦିଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏହାର ଏକ ଉପାୟ ରହିଛି। ଏକ ଅକ୍ଷୁର୍ଣ୍ଣ ‘ଅଶ୍ୱସ୍ତ ପତ୍ର’ ଆଣନ୍ତୁ। ତାକୁ ଗଙ୍ଗା ଜଳରେ ଧୋଇଦିଅନ୍ତୁ। ସେ ପତ୍ର ଉପରେ କେଶରରେ ‘ଶ୍ରୀ’ ଲେଖନ୍ତୁ। ସେହି ପତ୍ରକୁ ପର୍ସରେ ରଖନ୍ତୁ। ଦେଖିବେ ପର୍ସରୁ କେବେ ପଇସା ସରିବ ନାହିଁ। (ଦେଖନ୍ତୁ ଭିଡିଓ)।