ପର୍ସରେ ରଖନ୍ତୁ ଏହି ପତ୍ର: ଅର୍ଥର ଅଭାବ ରହିବନି

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଟଙ୍କା ରୋଜଗାର କରିବା ପାଇଁ ଲୋକେ ଖୁବ୍&zwnj; ପରିଶ୍ରମ କରନ୍ତି। ବେଳେବେଳେ ଏମିତି ଦେଖାଦିଏ ଯେତେ ପଇସା ରୋଜଗାର କଲେବି ପର୍ସରେ ଟଙ୍କାଟେ ରୁହେନି। ସବୁବେଳେ ଅର୍ଥାଭାବ ଦେଖାଦିଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏହାର ଏକ ଉପାୟ ରହିଛି। ଏକ ଅକ୍ଷୁର୍ଣ୍ଣ &lsquo;ଅଶ୍ୱସ୍ତ ପତ୍ର&rsquo; ଆଣନ୍ତୁ। ତାକୁ ଗଙ୍ଗା ଜଳରେ ଧୋଇଦିଅନ୍ତୁ। ସେ ପତ୍ର ଉପରେ କେଶରରେ &lsquo;ଶ୍ରୀ&rsquo; ଲେଖନ୍ତୁ। ସେହି ପତ୍ରକୁ ପର୍ସରେ ରଖନ୍ତୁ। ଦେଖିବେ ପର୍ସରୁ କେବେ ପଇସା ସରିବ ନାହିଁ। (ଦେଖନ୍ତୁ ଭିଡିଓ)।</p>

Ordigital Desk
  • Published: Saturday, 10 February 2018
  • Updated: 10 February 2018, 01:57 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଟଙ୍କା ରୋଜଗାର କରିବା ପାଇଁ ଲୋକେ ଖୁବ୍&zwnj; ପରିଶ୍ରମ କରନ୍ତି। ବେଳେବେଳେ ଏମିତି ଦେଖାଦିଏ ଯେତେ ପଇସା ରୋଜଗାର କଲେବି ପର୍ସରେ ଟଙ୍କାଟେ ରୁହେନି। ସବୁବେଳେ ଅର୍ଥାଭାବ ଦେଖାଦିଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏହାର ଏକ ଉପାୟ ରହିଛି। ଏକ ଅକ୍ଷୁର୍ଣ୍ଣ &lsquo;ଅଶ୍ୱସ୍ତ ପତ୍ର&rsquo; ଆଣନ୍ତୁ। ତାକୁ ଗଙ୍ଗା ଜଳରେ ଧୋଇଦିଅନ୍ତୁ। ସେ ପତ୍ର ଉପରେ କେଶରରେ &lsquo;ଶ୍ରୀ&rsquo; ଲେଖନ୍ତୁ। ସେହି ପତ୍ରକୁ ପର୍ସରେ ରଖନ୍ତୁ। ଦେଖିବେ ପର୍ସରୁ କେବେ ପଇସା ସରିବ ନାହିଁ। (ଦେଖନ୍ତୁ ଭିଡିଓ)।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos