ନାଳକୁ ବସ୍‌ ଖସି ୨ ମୃତ, ୨୦ ଆହତ

ପାଟକୁରା: କଟକରୁ କୋରୁଆ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ରାଜା’ ପାଟକୁରାର ଅର୍ଜୁନପୁର ନିକଟରେ ଏକ ନାଳ ତଳକୁ ଖସିପଡିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ପାଟକୁରା ମେଡିକାଲରେ ଚିକିତ୍ସା କରାଯାଉଛି।

accident

Rakesh Mallick
  • Published: Friday, 09 December 2016
  • , Updated: 09 December 2016, 01:18 PM IST

ପାଟକୁରା: କଟକରୁ କୋରୁଆ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ରାଜା’ ପାଟକୁରାର ଅର୍ଜୁନପୁର ନିକଟରେ ଏକ ନାଳ ତଳକୁ ଖସିପଡିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି।

ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ପାଟକୁରା ମେଡିକାଲରେ ଚିକିତ୍ସା କରାଯାଉଛି।

Related story