ଠାଉରିଆ ଚୋରର ବିଚିତ୍ର କାରନାମା: ଚାବି ପକେଇ ଘରେ ଲୁଚିଛି, ପୋଲିସ୍‌ ଡାକିଲେ ପନିକି ଦେଖାଉଛି

<p>କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଚୋର ଧରିବାକୁ ଯାଇ ପୋଲିସ୍&zwnj;କୁ ହେବାକୁ ପଡ଼ିଛି ହଟହଟା । ଏହି ଘଟଣା ଘଟିଛି ସହରର ବଣିଆମାଳରେ ଅଞ୍ଚଳର। ଚୋର ଆକ୍ରମଣରେ ଜଣେ ପୋଲିସ୍&zwnj; କର୍ମଚାରୀ ଆହତ ହୋଇଛନ୍ତି।</p> <p>ସୂଚନାଯୋଗ୍ୟ, ଆଜି ଜଣେ ଜନୈକ ବ୍ୟକ୍ତି ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକ ତାକୁ ଦେଖିଦେଇ ଥିଲେ। ତାକୁ ଧରିବା ପାଇଁ ସମସ୍ତେ ଗୋଡାଇଥିଲେ। କୁଆଡୁ କିଛି ନପାଇ ହଠାତ୍ ଚୋରଟି ନିଜ ଘର ଭିତରେ ପଶିଯିବା ସହ ଗ୍ରୀଲରେ ତାଲା ପକାଇ ଦେଇଥିଲା। ଲୋକେ ଗ୍ରୀଲ ଭାଙ୍ଗି ଭିତରେ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଚୋର ପନିକି ଧରି ସେମାନଙ୍କୁ ଆକ୍ରମଣ କରିବାକୁ ଧମକ ଦେଇଥିଲା। ଚୋରର ଏଭଳି ଆଚରଣ ଦେଖି ନିଜ ଘର ଲୋକେ ବି ଭୟଭୀତ ହୋଇ ଗ୍ରୀଲ ଖୋଲି ନ ଥିଲେ। ପୋଲିସ୍&zwnj; ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଘଉଡାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଚୋର ବାହାରକୁ ବାହାରୁ ନ ଥିବା ବେଳେ ଭିତରୁ ବୋତଲ ଓ ପଥର ମାଡ଼ କରିଥିଲା।&nbsp; ଚୋରର ବୋତଲ ମାଡରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।&nbsp; ୩ ଘଣ୍ଟା ହେଲା ଏମିତି ସ୍ଥିତି ଲାଗି ରହିଛି। ଚୋରକୁ ଧରିବା ପାଇଁ ନାକେଦମ ହୋଇଛି ପୋଲିସ୍&zwnj;।</p>

Ordigital Desk
  • Published: Wednesday, 21 June 2017
  • Updated: 21 June 2017, 01:01 PM IST

Sports

Latest News

<p>କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଚୋର ଧରିବାକୁ ଯାଇ ପୋଲିସ୍&zwnj;କୁ ହେବାକୁ ପଡ଼ିଛି ହଟହଟା । ଏହି ଘଟଣା ଘଟିଛି ସହରର ବଣିଆମାଳରେ ଅଞ୍ଚଳର। ଚୋର ଆକ୍ରମଣରେ ଜଣେ ପୋଲିସ୍&zwnj; କର୍ମଚାରୀ ଆହତ ହୋଇଛନ୍ତି।</p><p>ସୂଚନାଯୋଗ୍ୟ, ଆଜି ଜଣେ ଜନୈକ ବ୍ୟକ୍ତି ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକ ତାକୁ ଦେଖିଦେଇ ଥିଲେ। ତାକୁ ଧରିବା ପାଇଁ ସମସ୍ତେ ଗୋଡାଇଥିଲେ। କୁଆଡୁ କିଛି ନପାଇ ହଠାତ୍ ଚୋରଟି ନିଜ ଘର ଭିତରେ ପଶିଯିବା ସହ ଗ୍ରୀଲରେ ତାଲା ପକାଇ ଦେଇଥିଲା। ଲୋକେ ଗ୍ରୀଲ ଭାଙ୍ଗି ଭିତରେ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଚୋର ପନିକି ଧରି ସେମାନଙ୍କୁ ଆକ୍ରମଣ କରିବାକୁ ଧମକ ଦେଇଥିଲା। ଚୋରର ଏଭଳି ଆଚରଣ ଦେଖି ନିଜ ଘର ଲୋକେ ବି ଭୟଭୀତ ହୋଇ ଗ୍ରୀଲ ଖୋଲି ନ ଥିଲେ। ପୋଲିସ୍&zwnj; ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଘଉଡାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଚୋର ବାହାରକୁ ବାହାରୁ ନ ଥିବା ବେଳେ ଭିତରୁ ବୋତଲ ଓ ପଥର ମାଡ଼ କରିଥିଲା।&nbsp; ଚୋରର ବୋତଲ ମାଡରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।&nbsp; ୩ ଘଣ୍ଟା ହେଲା ଏମିତି ସ୍ଥିତି ଲାଗି ରହିଛି। ଚୋରକୁ ଧରିବା ପାଇଁ ନାକେଦମ ହୋଇଛି ପୋଲିସ୍&zwnj;।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos