କେନ୍ଦ୍ରାପଡ଼ାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ: ଆଜି କଂଗ୍ରେସର ରାଜ ଭବନ ଆଗରେ ବିକ୍ଷୋଭ

ଭୁବନେଶ୍ୱର: ସାରଥି ବିବାଦକୁ ନେଇ କେନ୍ଦ୍ରାପଡ଼ାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ରାଜ୍ୟ ସରକାରଙ୍କୁ କଂଗ୍ରେସ ଟାର୍ଗେଟ୍ କରିଛି। ଏନେଇ ଆଜି ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। କେନ୍ଦ୍ରାପଡ଼ାରେ ଜନତାଙ୍କ ଉପରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନର ସିବିଆଇ ତଦନ୍ତ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି ନେଇ ବିକ୍ଷୋଭ କରାଯିବ ବୋଲି ଦଳ ସୂଚନା ଦେଇଛି। ଏନେଇ ଦଳ ପକ୍ଷରୁ ପୂବାହ୍ନ ୧୧ଟାରେ କଂଗ୍ରେସ ଭବନ ପରିସରରୁ ରାଜଭବନ ଯାଏଁ ଏକ ଶୋଭାଯାତ୍ରା […]

congress

congress

Rakesh Mallick
  • Published: Monday, 17 August 2015
  • Updated: 17 August 2015, 06:16 AM IST

Sports

Latest News

ଭୁବନେଶ୍ୱର: ସାରଥି ବିବାଦକୁ ନେଇ କେନ୍ଦ୍ରାପଡ଼ାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ରାଜ୍ୟ ସରକାରଙ୍କୁ କଂଗ୍ରେସ ଟାର୍ଗେଟ୍ କରିଛି। ଏନେଇ ଆଜି ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। କେନ୍ଦ୍ରାପଡ଼ାରେ ଜନତାଙ୍କ ଉପରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନର ସିବିଆଇ ତଦନ୍ତ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି ନେଇ ବିକ୍ଷୋଭ କରାଯିବ ବୋଲି ଦଳ ସୂଚନା ଦେଇଛି। ଏନେଇ ଦଳ ପକ୍ଷରୁ ପୂବାହ୍ନ ୧୧ଟାରେ କଂଗ୍ରେସ ଭବନ ପରିସରରୁ ରାଜଭବନ ଯାଏଁ ଏକ ଶୋଭାଯାତ୍ରା କରାଯିବ। ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ଅପରାହ୍ନ ଗୋଟାଏରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦିଆଯିବ ବୋଲି ଦଳ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story