ଖୋର୍ଦ୍ଧା, ଭୁବନେଶ୍ୱର ଓ ପୁରୀ ଷ୍ଟେସନରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ଭୁବନେଶ୍ୱର-ପୁରୀ ମଧ୍ୟରେ ତିନିଟି ଷ୍ଟେସନ ଓ ଟ୍ରେନ୍‌ରେ ଆଜି ସକାଳେ ସିବିଆଇର ୩ଟି ଟିମ୍ ଚଢ଼ାଉ କରିଛି। ଟିକେଟ୍‌ ବିକ୍ରି, କ୍ୟାସ୍‌ ଓ ଟିଟିଇ ଯାଞ୍ଚର ପରିସରଭୁକ୍ତରେ ହୋଇଛନ୍ତି। ଏହାସହିତ ଖୋର୍ଦ୍ଧାରୋଡ୍ ଷ୍ଟେସନରେ ୪ ଜଣ ଟିଟିଇଙ୍କୁ ସିବିଆଇ ପଚରାଉଚରା କରୁଛି।

cbi

Rakesh Mallick
  • Published: Saturday, 11 June 2016
  • , Updated: 11 June 2016, 09:54 AM IST

Related story