ବ୍ରେକ୍‌ଅପ୍‌ ପରେ ଏମିତି ହେବ ଆପଣଙ୍କ ଅବସ୍ଥା, ଜାଣନ୍ତୁ କ’ଣ କହୁଛି ରାଶି

ଏବେକାର ପିଢୀରେ ପ୍ରେମ ଏକ ମାମୁଲି କଥା ହୋଇଗଲାଣି। ପ୍ରେମର ନିଶା ଯେମିତି ଚଢୁଛି, ସେମିତି  ଓହ୍ଲାଉଛି। ଆଜିକାଲି ଛୋଟ ଛୋଟ କଥାକୁ ନେଇ ବ୍ରେକ୍‌ଅପ୍‌ ହେବା ଦେଖିବାକୁ ମିଳୁଛି। ବ୍ରେକ୍ଅପ୍‌ ଦୁଃଖରେ ଭାଙ୍ଗି ନପଡ଼ି ଆଉ ଏକ ନୂଆ ପାର୍ଟନର ଖୋଜି ଦେଉଛନ୍ତି। କିନ୍ତୁ କିଛି ଅଛନ୍ତି ବ୍ରେକ୍‌ଅପ୍‌ ପରେ ପରେ ପୂରା ଭାଙ୍ଗି ପଡୁଛନ୍ତି। କେଉଁ ମାନେ ଦୁଃଖ କରୁଛନ୍ତି ତ କେଉଁ ମାନେ ଖୁସି। କିନ୍ତୁ ଜ୍ୟୋତିଷ ଗଣନା ଅନୁସାରେ ୧୨ଟି ରାଶି […]

break up

break up

Rakesh Mallick
  • Published: Wednesday, 10 January 2018
  • Updated: 10 January 2018, 04:02 PM IST

Sports

Latest News

ଏବେକାର ପିଢୀରେ ପ୍ରେମ ଏକ ମାମୁଲି କଥା ହୋଇଗଲାଣି। ପ୍ରେମର ନିଶା ଯେମିତି ଚଢୁଛି, ସେମିତି  ଓହ୍ଲାଉଛି। ଆଜିକାଲି ଛୋଟ ଛୋଟ କଥାକୁ ନେଇ ବ୍ରେକ୍‌ଅପ୍‌ ହେବା ଦେଖିବାକୁ ମିଳୁଛି। ବ୍ରେକ୍ଅପ୍‌ ଦୁଃଖରେ ଭାଙ୍ଗି ନପଡ଼ି ଆଉ ଏକ ନୂଆ ପାର୍ଟନର ଖୋଜି ଦେଉଛନ୍ତି। କିନ୍ତୁ କିଛି ଅଛନ୍ତି ବ୍ରେକ୍‌ଅପ୍‌ ପରେ ପରେ ପୂରା ଭାଙ୍ଗି ପଡୁଛନ୍ତି। କେଉଁ ମାନେ ଦୁଃଖ କରୁଛନ୍ତି ତ କେଉଁ ମାନେ ଖୁସି। କିନ୍ତୁ ଜ୍ୟୋତିଷ ଗଣନା ଅନୁସାରେ ୧୨ଟି ରାଶି ବିଷୟରେ କହିବୁ ଯେଉଁମାନଙ୍କର ବ୍ରେକ୍‌ଅପ୍‌ ପରେ ଅବସ୍ଥା କିପରି ରହିବ।

 ମେଷ: ମେଷ ରାଶିର ଲୋକମାନେ କିଛି ନ ଭାବିଚିନ୍ତି ପ୍ରେମ କରି ବସନ୍ତି। ସେଥିପାଇଁ ଏମାନଙ୍କ ବ୍ରେକ୍‌ଅପ୍‌ ମଧ୍ୟ ଖୁବ୍‌ ଜଲ୍‌ଦି ହୋଇଯାଏ। ଏହି ରାଶିର ବ୍ୟକ୍ତି ମାନେ ବ୍ରେକ୍‌ଅପ୍‌ ପରେ ଲୁହ ବାହାର ନକରି କିଛିଦିନ ପରେ ନୂଆ ପାର୍ଟନର ଖୋଜିବାରେ ଲାଗି ପଡନ୍ତି।

ବୃଷ: ବୃଷ ରାଶିର ଲୋକ ପ୍ରେମ ମାମଲାରେ ବହୁତ ଗମ୍ଭୀର। ଏମିତିରେ ତାଙ୍କର ଯଦି ବ୍ରେକ୍‌ଅପ୍‌ ହୋଇଯାଏ ତେବେ ସେ ବହୁତ ଦୁଃଖି ହୋଇଯାଆନ୍ତି। ତାଙ୍କ ଏକ୍ସ ପୁଣି ସମ୍ପର୍କ କରିବାକୁ ଚାହିଁଲେ ମଧ୍ୟ ଏହି ରାଶିର ବ୍ୟକ୍ତି ଆଉ ରାଜି ହୋଇ ନଥାନ୍ତି।

ମିଥୁନ: ମିଥୁନ ରାଶିର ଲୋକମାନେ ପ୍ରେମ ଓ ବ୍ରେକ୍‌ଅପ୍‌ ମାମଲାରେ ଅନ୍ୟମାନଙ୍କଠାରୁ ବହୁତ ଅଲଗା। ଯଦି ସେମାନଙ୍କୁ ନିଜ ପାର୍ଟନରଙ୍କ ସହ ରହିବାରେ କିଛି ଅସୁବିଧା ହୁଏ ତେବେ ସେ ବ୍ରେକ୍ଅପ୍‌ କରିଦିଅନ୍ତି। ବ୍ରେକ୍‌ଅପ୍‌ ହୋଇଗଲେ ତାଙ୍କୁ ଆଦୌ ଦୁଃଖ ହୁଏ ନାହିଁ।

କର୍କଟ: କର୍କଟ ରାଶିର ଲୋକମାନେ ପ୍ରେମ ମାମାଲାରେ ସବୁଠୁ ଆଗରେ। ସେ ପ୍ରେମରେ ନିଜକୁ ସମର୍ପିତ କରିଦିଅନ୍ତି। ବ୍ରେକ୍‌ଅପ୍‌ ପରେ ମଧ୍ୟ ତାଙ୍କ ପ୍ରେମ କମି ନ ଥାଏ। ସେଥିପାଇଁ ବ୍ରେକ୍‌ଅପ୍‌ ପରେ ମଧ୍ୟ ଏହି ରାଶିର ଲୋକ ନିଜ ଏକ୍ସ ସହ କଥା ହୁଅନ୍ତି ଓ ତାଙ୍କୁ ନିଜ ପାଖକୁ ଫେରେଇ ଆଣିବା ପାଇଁ ପୁରୁଣା କଥା ମନେ ପକାଇଥାନ୍ତି।

ସିଂହ: ସିଂହ ରାଶିର ଲୋକମାନେ ବହୁତ ରାଗି ହୋଇଥାନ୍ତି। ଏମିତିରେ ଯଦି ନିଜ ପାର୍ଟନର ସହ ବ୍ରେକ୍‌ଅପ୍‌ ହୋଇଯାଏ। ତେବେ ବ୍ରେକ୍‌ଅପ୍‌ ପରେ ସେ ନିଜ ପାର୍ଟନର ଭୁଲରେ ବି କ୍ଷମା କରନ୍ତି ନାହିଁ। ସେମାନେ ନିଜ ପାର୍ଟନରକୁ ଏମିତି ହଇରାଣ କରନ୍ତି କି ସେ ତାକୁ ଭୁଲ ମାଗିବାକୁ ବାଧ୍ୟ ହୋଇଯାଏ।

କନ୍ୟା: କନ୍ୟା ରାଶିର ଲୋକମାନେ ବ୍ରେକ୍‌ଅପ୍‌ ପରେ ମଧ୍ୟ ନିଜ ପାର୍ଟନରଙ୍କୁ ଭୁଲି ପାରନ୍ତି ନାହିଁ। ଏହି ରାଶିର ଲୋକମାନେ ନିଜ ସଂପର୍କକୁ ଆଗକୁ ନେବାକୁ ପୂରା ଚେଷ୍ଟା କରନ୍ତି। ଯଦି ବ୍ରେକ୍‌ଅପ୍‌ ହୋଇଯାଏ, ସେ ନିଜ ପାର୍ଟନର ରାସ୍ତାରୁ ହଟିଯାଆନ୍ତି। ବ୍ରେକ୍‌ଅପ୍‌ ପରେ ସେ ନିଜ ପାର୍ଟନରର ବନ୍ଧୁ ହୋଇ ରହିବା ପସନ୍ଦ କରନ୍ତି।

ତୁଳା: ତୁଳା ରାଶିର ଲୋକଆନେ ରିଲେସନସିପ୍‌ ମାମଲାରେ ପୂରା ପ୍ରାକ୍ଟିକାଲ। ବ୍ରେକ୍‌ଅପ୍‌ ପରେ ଚେଷ୍ଟା କରନ୍ତି ତାଙ୍କ ପାର୍ଟନର ପୁଣି ଯେମିତି ତାଙ୍କ ପାଖକୁ ଫେରି ଆସନ୍ତୁ। ଯଦି ସେମିତି ହୁଏନି ତେବେ ସବୁକିଛି ଭୁଲି ଆଗକୁ ବଢିବାକୁ ଚେଷ୍ଟା କରନ୍ତି।

ବିଚ୍ଛା: ବିଚ୍ଛା ରାଶିର ଲୋକ ମାନେ ବ୍ରେକ୍‌ଅପ୍‌ର ଦୁଃଖ ଆଦୌ ସହି ପାରନ୍ତି ନାହିଁ। ସେ ଏତେ ଭାଙ୍ଗ ପଡନ୍ତି ସେ ସମସ୍ତଙ୍କ ସହ ରାଗି କି ବ୍ୟବହାର କରନ୍ତି। ଏମାନେ ବ୍ରେକ୍‌ଅପ୍‌ ହେବା ପରେ ଚିଡଚିଡା ହୋଇଯାଆନ୍ତି।

ଧନୁ: ଧନୁ ରାଶିର ଲୋକମାନଙ୍କୁ ବ୍ରେକ୍‌ଅପ୍‌ର ସେମିତି କିଛି ଖାସ୍‌ ଫରଖ ପଡେ ନାହିଁ।  କାହିଁକି ନା ଏହି ରାଶିର ଲୋକମାନେ ଏକା ସାଙ୍ଗରେ ଅନେକଙ୍କ ସହ ସଂପର୍କ ରଖିଥାଆନ୍ତି। ସେଥିପାଇଁ ବ୍ରେକ୍‌ଅପ୍‌ ପରେ ତାଙ୍କୁ ଦୁଃଖ ଲାଗି ନଥାଏ।

ମକର: ମକର ରାଶିର ଲୋକମାନେ ବହୁତ ବୁଝାମଣା କରିଥାନ୍ତି। ନିଜ ପ୍ରେମ ସଂପର୍କକୁ ବହୁତ ଧର୍ଯ୍ୟର ସହ ନେଇଥାଆନ୍ତି। ବ୍ରେକ୍‌ଅପ୍‌ ପରେ ମଧ୍ୟ ରାଗି ନ ଯାଇ ଆଗକୁ ବଢିଥାଆନ୍ତି।

କୁମ୍ଭ: କୁମ୍ଭ ରାଶିର ଲୋକମାନେ ନିଜ ଜୀବନରେ ବ୍ରେକ୍‌ଅପ୍‌ ଭଳି ସ୍ଥିତି ନ ଆସିବାକୁ ବହୁତ ଚେଷ୍ଟା କରିଥାନ୍ତି। ବ୍ରେକ୍‌ଅପ୍‌ ପରେ ଏମାନେ ନିଜକୁ ସମ୍ଭାଳି ପାରନ୍ତି ନାହିଁ। ତେଣୁ ବ୍ରେକ୍‌ ନହେବା ପାଇଁ ଏମାନେ ନିଜ ପାର୍ଟନର ହିସାବରେ କାମ କରନ୍ତି। ବ୍ରେକ୍‌ ପରେ ଏମାନେ ଭାଙ୍ଗି ପଡନ୍ତି।

ମୀନ: ମୀନ ରାଶିର ଲୋକ ମାନେ ସବୁବେଳେ ପ୍ରେମକୁ ହରେଇବାକୁ ଡରନ୍ତି। ତଥାପି ଏମାନଙ୍କ ବ୍ରେକଅପ୍‌ ହୋଇଗଲେ ଡିପ୍ରେସନ୍‌ର ଶିକାର ହୋଇଥାଆନ୍ତି। ଏହି ରାଶିର ଲୋକମାନେ ପ୍ରେମ ସହ ଆଉ ସବୁ ସଂପର୍କ ବହୁତ ମହତ୍ୱ ରଖିଥାଏ। ତେଣୁ ପ୍ରେମ ସହ ଆଉ ସବୁ ସଂପର୍କକୁ ହରେଇବାକୁ ଖୁବ୍‌ ଡରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story