ଜାଣନ୍ତୁ ତୁଳସୀ ଗଛ ଶୁଖି ଯାଉଥିଲେ କ’ଣ ହେବ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ତୁଳସୀ ପତ୍ର ବିଷ୍ଣୁଙ୍କର ପ୍ରିୟ। ପୌରାଣିକ ଗ୍ରନ୍ଥ ଗୁଡ଼ିକରେ ଦେବଦୁର୍ଲଭା ତୁଳସୀର ମହତ୍ତ୍ୱ ବିଷୟରେ ଉଲ୍ଲେଖ ରହିଛି। ପ୍ରତିଦିନ ତୁଳସୀ ଦର୍ଶନ କଲେ ପାପ କ୍ଷୟ ହୁଏ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ପୂଜା ଓ ଶ୍ରାଦ୍ଧ କର୍ମରେ ତୁଳସୀ ପତ୍ର ବ୍ୟବହାର କରିବା ଜରୁରୀ। ତୁଳସୀ ଗଛ ମୂଳରେ ଗଙ୍ଗା ଓ ଡାଳ ପତ୍ରରେ ଅନେକ ଦେବାଦେବୀ ବାସ କରନ୍ତି ବୋଲି ଉଲ୍ଲେଖ ରହିଛି। ତେଣୁ ଚଉରାରେ ତୁଳସୀ ଗଛ ରଖି ପୂଜା କରାଯାଏ। ପ୍ରତିଦିନ ଗାଧୋଇ ସାରିବା ପରେ ତୁଳସୀ ଚଉରାରେ ପାଣି ଦେଇ ପୂଜା କରାଯ।ଏ। ହେଲେ ପ୍ରତିଦିନ ତୁଳସୀ ଗଛ ମୂଳରେ ପାଣି ଦେବା ପରେବି ବେଳେବେଳେ ଗଛ ଝାଉଁଳି ମରିବାର ଦେଖାଯାଏ। ଏହା ଅଶୁଭ ଲକ୍ଷଣ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ତୁଳସୀ ଗଛ ଝାଉଁଳି ଯାଉଛି ଅର୍ଥାତ ଘରେ କାହାର ଦେହ ଖରାପ ହେବାର ସମ୍ଭାବନା ରହିଛି। ଏଥିସହ କିଛି ଅଶୁଭ ଖବର ମଧ୍ୟ ମିଳିବାକୁ ଯାଉଛି।</p>

Ordigital Desk
  • Published: Monday, 22 January 2018
  • Updated: 22 January 2018, 01:15 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ତୁଳସୀ ପତ୍ର ବିଷ୍ଣୁଙ୍କର ପ୍ରିୟ। ପୌରାଣିକ ଗ୍ରନ୍ଥ ଗୁଡ଼ିକରେ ଦେବଦୁର୍ଲଭା ତୁଳସୀର ମହତ୍ତ୍ୱ ବିଷୟରେ ଉଲ୍ଲେଖ ରହିଛି। ପ୍ରତିଦିନ ତୁଳସୀ ଦର୍ଶନ କଲେ ପାପ କ୍ଷୟ ହୁଏ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ପୂଜା ଓ ଶ୍ରାଦ୍ଧ କର୍ମରେ ତୁଳସୀ ପତ୍ର ବ୍ୟବହାର କରିବା ଜରୁରୀ। ତୁଳସୀ ଗଛ ମୂଳରେ ଗଙ୍ଗା ଓ ଡାଳ ପତ୍ରରେ ଅନେକ ଦେବାଦେବୀ ବାସ କରନ୍ତି ବୋଲି ଉଲ୍ଲେଖ ରହିଛି। ତେଣୁ ଚଉରାରେ ତୁଳସୀ ଗଛ ରଖି ପୂଜା କରାଯାଏ। ପ୍ରତିଦିନ ଗାଧୋଇ ସାରିବା ପରେ ତୁଳସୀ ଚଉରାରେ ପାଣି ଦେଇ ପୂଜା କରାଯ।ଏ। ହେଲେ ପ୍ରତିଦିନ ତୁଳସୀ ଗଛ ମୂଳରେ ପାଣି ଦେବା ପରେବି ବେଳେବେଳେ ଗଛ ଝାଉଁଳି ମରିବାର ଦେଖାଯାଏ। ଏହା ଅଶୁଭ ଲକ୍ଷଣ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ତୁଳସୀ ଗଛ ଝାଉଁଳି ଯାଉଛି ଅର୍ଥାତ ଘରେ କାହାର ଦେହ ଖରାପ ହେବାର ସମ୍ଭାବନା ରହିଛି। ଏଥିସହ କିଛି ଅଶୁଭ ଖବର ମଧ୍ୟ ମିଳିବାକୁ ଯାଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos