ଜାଣନ୍ତୁ କ’ଣ କଲେ ସୁନା ବୃଦ୍ଧି ହୁଏ?

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୁନା ଅଳଙ୍କାର ପିନ୍ଧିବା ପ୍ରାୟ ସମସ୍ତଙ୍କର ପସନ୍ଦ। ମହିଳା ମାନଙ୍କୁ ଟିକେ ଅଧିକ। ସୁନା ଅଳଙ୍କାରରେ ସଜାଇ ହେବାକୁ ସବୁ ମହିଳା ଚାହାଁନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ପୁରୁଷ ହୁଅନ୍ତୁ କିମ୍ବା ମହିଳା ସୁନା ପନ୍ଧିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ସୁନାକୁ କେବେ ବାମ ହାତରେ ପିନ୍ଧନ୍ତୁ ନାହିଁ। ସୁନାକୁ ସର୍ବଦା ଲାଲ୍&zwnj; କପଡା ନହେଲେ ହଳଦିଆ କପଡାରେ ବାନ୍ଧିକି ରଖନ୍ତୁ। &nbsp;ଏହାଦ୍ୱାରା ସୁନା ବୃଦ୍ଧି ପାଇଥାଏ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Friday, 16 February 2018
  • Updated: 16 February 2018, 01:04 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୁନା ଅଳଙ୍କାର ପିନ୍ଧିବା ପ୍ରାୟ ସମସ୍ତଙ୍କର ପସନ୍ଦ। ମହିଳା ମାନଙ୍କୁ ଟିକେ ଅଧିକ। ସୁନା ଅଳଙ୍କାରରେ ସଜାଇ ହେବାକୁ ସବୁ ମହିଳା ଚାହାଁନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ପୁରୁଷ ହୁଅନ୍ତୁ କିମ୍ବା ମହିଳା ସୁନା ପନ୍ଧିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ସୁନାକୁ କେବେ ବାମ ହାତରେ ପିନ୍ଧନ୍ତୁ ନାହିଁ। ସୁନାକୁ ସର୍ବଦା ଲାଲ୍&zwnj; କପଡା ନହେଲେ ହଳଦିଆ କପଡାରେ ବାନ୍ଧିକି ରଖନ୍ତୁ। &nbsp;ଏହାଦ୍ୱାରା ସୁନା ବୃଦ୍ଧି ପାଇଥାଏ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos