ଜାଣନ୍ତୁ କ’ଣ କଲେ ସୁନା ବୃଦ୍ଧି ହୁଏ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୁନା ଅଳଙ୍କାର ପିନ୍ଧିବା ପ୍ରାୟ ସମସ୍ତଙ୍କର ପସନ୍ଦ। ମହିଳା ମାନଙ୍କୁ ଟିକେ ଅଧିକ। ସୁନା ଅଳଙ୍କାରରେ ସଜାଇ ହେବାକୁ ସବୁ ମହିଳା ଚାହାଁନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ପୁରୁଷ ହୁଅନ୍ତୁ କିମ୍ବା ମହିଳା ସୁନା ପନ୍ଧିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ସୁନାକୁ କେବେ ବାମ ହାତରେ ପିନ୍ଧନ୍ତୁ ନାହିଁ। ସୁନାକୁ ସର୍ବଦା ଲାଲ୍‌ କପଡା ନହେଲେ ହଳଦିଆ କପଡାରେ ବାନ୍ଧିକି ରଖନ୍ତୁ।  ଏହାଦ୍ୱାରା ସୁନା ବୃଦ୍ଧି ପାଇଥାଏ। (ଦେଖନ୍ତୁ ଭିଡିଓ)