ଜାଣନ୍ତୁ କାଚ ସଫା କରିବାର ବଢ଼ିଆ ଉପାୟ

ଆପଣଙ୍କ ଗାଡ଼ିର କାଚ ମଇଳା ହେଇଯାଇଛି କି? ଘରେ ଡ୍ରେସିଂ ଟେବୁଲର ମିରର ଖରାପ ଦିଶୁଛି କି? କାଚ କବାଟ ଓ ଝରକାରେ କିଛି ଦାଗ ଲାଗିଯାଇଛି କି? ତେବେ ଚିନ୍ତା କରନ୍ତୁନି, ଆମ ପାଖରେ କିଛି ଏପରି ଟିପ୍ସ୍ ଅଛି ଯାହାଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ। ଆଜି ଆମେ କାଚ ସଫା କରିବାର କିଛି ଭଲ ଉପାୟ ବତାଇବୁ। ଆସନ୍ତୁ ଜାଣିବା ସେଗୁଡିକ କ’ଣ। ହ୍ୱାଇଟ୍ ଭିନେଗାର- ମଇଳା ହୋଇଥିବା କାଚକୁ ସଫା କରିବା […]

glass-image

glass-image

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 12:46 PM IST

ଆପଣଙ୍କ ଗାଡ଼ିର କାଚ ମଇଳା ହେଇଯାଇଛି କି? ଘରେ ଡ୍ରେସିଂ ଟେବୁଲର ମିରର ଖରାପ ଦିଶୁଛି କି? କାଚ କବାଟ ଓ ଝରକାରେ କିଛି ଦାଗ ଲାଗିଯାଇଛି କି? ତେବେ ଚିନ୍ତା କରନ୍ତୁନି, ଆମ ପାଖରେ କିଛି ଏପରି ଟିପ୍ସ୍ ଅଛି ଯାହାଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ। ଆଜି ଆମେ କାଚ ସଫା କରିବାର କିଛି ଭଲ ଉପାୟ ବତାଇବୁ। ଆସନ୍ତୁ ଜାଣିବା ସେଗୁଡିକ କ’ଣ।

  • ହ୍ୱାଇଟ୍ ଭିନେଗାର- ମଇଳା ହୋଇଥିବା କାଚକୁ ସଫା କରିବା ପାଇଁ ପ୍ରଥମେ ଭିନେଗାରକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରନ୍ତୁ। ଏହା ପରେ କାଚରେ ସ୍ପ୍ରେ କରି ଏକ ସଫା କପଡ଼ାରେ ପୋଛି ଦିଅନ୍ତୁ। ଦେଖିବେ କାଚ ପୂରା ଚକ୍ ଚକ୍ ଦିଶିବ।
  • ବେକିଂ ସୋଢ଼ା- କିଛି ବେକିଂ ସୋଢ଼ାକୁ ନେଇ ଏକ ନରମ କପଡ଼ା ସାହାଯ୍ୟରେ କାଚରେ ଲଗାନ୍ତୁ। ପରେ ଏକ ସଫା କପଡାକୁ ଓଦା କରି କାଚକୁ ପୋଛି ଦିଅନ୍ତୁ। କାଚରୁ ସମସ୍ତ ଦାଗ ସଫା ହୋଇଯିବ।
  • ସେଭିଂ କ୍ରିମ୍- ଆପଣଙ୍କ ଗାଡ଼ି କିମ୍ବା ବାଥରୁମ୍‌ର କାଚରେ ବାଷ୍ପିତ ଧୂଆଁ ଜମିଯାଉଛି କି? ଯଦି ହଁ, ତେବେ ସେଭିଂ କ୍ରିମ୍‌କୁ କାଚରେ ଲଗାଇ ଦିଅନ୍ତୁ। ତା’ପରେ ଏହାକୁ ଏକ ସଫା ନରମ କପଡ଼ା ଦ୍ୱାରା ସଫା କରି ଦିଅନ୍ତୁ। ଏପରି କଲା ପରେ ଦେଖିବେ ଆଉ ଗାଡ଼ି କାଚ ଧୂଆଁଳିଆ ଦିଶିବ ନାହିଁ।
  • ଲେମ୍ବୁ ରସ- ପ୍ରାୟ ସମସ୍ତେ ଜାଣିଥିବେ ଯେ ଲେମ୍ବୁ ରସ କପଡ଼ାରେ ଲାଗିଥିବା ସବୁ ଦାଗ ଛଡ଼ାଇ ଦିଏ। କିନ୍ତୁ ଏହା କାଚରେ ଲାଗିଥିବା ଦାଗ ବି ଛଡ଼ାଇପାରେ। ଲେମ୍ବୁ ରସରେ ଅଳ୍ପ ପାଣି ମିଶାଇ କାଚ ସଫା କଲେ କାଚରୁ ସମସ୍ତ ଦାଗ ଗାୟବ ହୋଇଯିବ।
  • କାଗଜ- ପ୍ରାୟ ସମସ୍ତେ କାଚ ସଫା କଲାବେଳେ କପଡ଼ାର ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି, କପଡ଼ା ଅପେକ୍ଷା ଆପଣ ଯଦି କାଗଜରେ କାଚ ସଫା କରିବେ, ତେବେ ଏହା ବେଶି ଚକ୍ ଚକ୍ ଦିଶିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story