ଘରେ କେଉଁ ଦିଗରେ ଫର୍ଣ୍ଣିଚର ରଖିଲେ ସୁଖଶାନ୍ତି ବଢ଼େ ଜାଣନ୍ତୁ

ଘର କରିବା ବେଳେ ଆମେ ଭିତରୁ ଅନେକ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। କିନ୍ତୁ ଫର୍ଣ୍ଣିଚର ଗୁଡ଼ିକୁ ସଜାଇ ରଖିବା ବେଳେ ଆପଣ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି କି? ଡ୍ରଇଁ ରୁମ୍‌ରେ ସୋଫା ଓ ଅନ୍ୟ ଫର୍ଣ୍ଣିଚରଗୁଡ଼ିକୁ ଆମେ ସାଧାରଣତଃ ଉପଲବ୍ଧ ସ୍ଥାନ ଅବା ନିଜ ପସନ୍ଦ ଅନୁଯାୟୀ ସଜାଇ ରଖୁ। ଡାଇନିଂ ହଲ୍‌ରେ ଡାଇନିଂ ଟେବୁଲକୁ ମଧ୍ୟ ଆମେ ନିଜ ପସନ୍ଦ ଅନୁଯାୟୀ ସ୍ଥାନ ନିରୂପଣ କରି ରଖୁ। ତେବେ ଏସବୁ ଜିନିଷ ଗୁଡ଼ିକୁ […]

dinning1

dinning1

Rakesh Mallick
  • Published: Friday, 10 November 2017
  • Updated: 10 November 2017, 10:05 AM IST

Sports

Latest News

ଘର କରିବା ବେଳେ ଆମେ ଭିତରୁ ଅନେକ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। କିନ୍ତୁ ଫର୍ଣ୍ଣିଚର ଗୁଡ଼ିକୁ ସଜାଇ ରଖିବା ବେଳେ ଆପଣ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି କି? ଡ୍ରଇଁ ରୁମ୍‌ରେ ସୋଫା ଓ ଅନ୍ୟ ଫର୍ଣ୍ଣିଚରଗୁଡ଼ିକୁ ଆମେ ସାଧାରଣତଃ ଉପଲବ୍ଧ ସ୍ଥାନ ଅବା ନିଜ ପସନ୍ଦ ଅନୁଯାୟୀ ସଜାଇ ରଖୁ। ଡାଇନିଂ ହଲ୍‌ରେ ଡାଇନିଂ ଟେବୁଲକୁ ମଧ୍ୟ ଆମେ ନିଜ ପସନ୍ଦ ଅନୁଯାୟୀ ସ୍ଥାନ ନିରୂପଣ କରି ରଖୁ। ତେବେ ଏସବୁ ଜିନିଷ ଗୁଡ଼ିକୁ ବାସ୍ତୁ ଅନୁଯାୟୀ ନିର୍ଦ୍ଦିଷ୍ଟ ଦିଗରେ ରଖିଲେ ଘରେ ସୁଖଶାନ୍ତି ବଢ଼େ ବୋଲି କୁହାଯାଏ। ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ବଢ଼େ। ଆସନ୍ତୁ ଆଜି ସେ ବିଷୟରେ ଜାଣିବା।

  • ବାସ୍ତୁଶାସ୍ତ୍ର ଅନୁସାରେ ଡାଇନିଂ ରୁମ୍‌ରେ ସୋଫା ସେଟ୍‌ ଓ ଅନ୍ୟ ଫର୍ଣ୍ଣିଚରଗୁଡ଼ିକୁ ଦକ୍ଷିଣ ଓ ପଶ୍ଚିମ ଦିଗରେ ରଖିବା ଉଚିତଏଗୁଡ଼ିକୁ ଦକ୍ଷିଣ ଓ ପଶ୍ଚିମ ଦିଗରେ କାନ୍ଥକୁ ଲଗାଇ ରଖିବା ଉଚିତବାସ୍ତୁଶାସ୍ତ୍ର ଅନୁସାରେ ଏହା ଶୁଭ ହୋଇଥାଏ।
  • ଘରେ ଯଦି ଦକ୍ଷିଣ ଓ ପଶ୍ଚିମ ଦିଗରେ ଫର୍ଣ୍ଣିଚର ରଖିବାରେ କୌଣସି ଅସୁବିଧା ଥାଏ, ତାହାହେଲେ ଆପଣ ଏହାକୁ ଉତ୍ତର ଅବା ପୂର୍ବ ଦିଗରେ ରଖିପାରିବେ। ଏଇ ସବୁ ଦିଗରେ ଫର୍ଣ୍ଣିଚରଗୁଡ଼ିକୁ କାନ୍ଥରୁ ୬ରୁ ୮ ଇଞ୍ଚ ଦୂରତାରେ ରଖିବା ଉଚିତଏହା ଦ୍ୱାରା ଦିଗ ସମ୍ପନ୍ଧୀୟ ବାସ୍ତୁଦୋଷ ଲାଗିବ ନାହିଁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story