ଜାଣନ୍ତୁ, ଗୁରୁଜନଙ୍କ ପାଖରେ ବସିଲା ବେଳେ କେମିତି ଆଚରଣ କରିବେ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗୁରୁଜନ ମାନଙ୍କୁ ଆମେ ସମ୍ମାନ କରୁ। ନିଜର ଆଚର ବ୍ୟବହାର ଦ୍ୱାରା ଆମେ ସେହି ସମ୍ମାନର ପରିପ୍ରକାଶ କରୁ। ସେଥିପାଇଁ ଗୁରୁଜନଙ୍କ ପାଖରେ ବସିବା ଓ କୌଣସି କାର୍ଯ୍ୟ କରିବାର ନିର୍ଦ୍ଦିଷ୍ଟ ଶୈଳୀ ଥାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଗୁରୁଜନଙ୍କ ପାଖରେ ବସିବା ବେଳେ ଜୋରରେ ଶବ୍ଦ କରି ହସନ୍ତୁ ନାହିଁ। ଆଙ୍ଗୁଳିବି ଫୁଟାନ୍ତୁ ନାହିଁ। ଏପରି ବସନ୍ତୁ ଯେମିତି ଆପଣଙ୍କ ଗୋଡର ବୁଢା ଆଙ୍ଗୁଳି କିମ୍ବା କାଣି ଆଙ୍ଗୁଳି ଦେଖାଯିବନି। (ଦେଖନ୍ତୁ ଭିଡିଓ)