ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଖି ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଆଜିର ଲାଇଫ୍‌ଷ୍ଟାଇଲ୍ ଓ ପ୍ରଦୂଷଣ ଯୋଗୁଁ ଖୁବ୍‌ଶୀଘ୍ର ଦୃଷ୍ଟି ଶକ୍ତି ହ୍ରାସ ପାଇବାରେ ଲାଗୁଛି। ପିଲାଠୁ ଆରମ୍ଭ କରି ବୟସ୍କ ସମସ୍ତେ ଆଖି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଅନେକ କମ୍ ବୟସରୁ ଚଷମା ପିନ୍ଧୁଛନ୍ତି। କିନ୍ତୁ ଆଖି ସମସ୍ୟାର ସମାଧାନ ପାଇଁ ଏକ ସହଜ ଘରୋଇ ଉପଚାର ରହିଛି। ସକାଳେ ଉଠିବା ପରେ ପ୍ରଥମ କୁଳକୁଚା ପାଣିରେ ଆଖି ଧୁଅନ୍ତୁ। ଏହାଦ୍ୱାରା ଆଖି ସମସ୍ୟାର ସମାଧାନ ହୋଇଥାଏ। ପ୍ରତିଦିନ ଏପରି କଲେ ଆପଣ ଆଜୀବନ ଆଖି ସମସ୍ୟାରୁ ମୁକ୍ତି ପାଇପାରିବେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।