ଶୀତ ଦିନେ ତ୍ୱଚାର ଚମକ ବଢ଼ାଏ ସୂର୍ଯ୍ୟମୂଖୀ ତେଲ, ଜାଣନ୍ତୁ କେମିତି କରିବେ ବ୍ୟବହାର  

ଆପଣ ଆଜି ଯାଏଁ ସୂର୍ଯ୍ୟମୁଖୀ ଫୁଲର ଅନେକ ଫାଇଦା ସମ୍ପର୍କରେ ଶୁଣିଥିବେ। ହେଲେ ଆପଣ ଜାଣନ୍ତି କି ଏହି ଫୁଲ ଶୀତ ଦିନେ ଆପଣଙ୍କ ଚେହେରାର ଚମକକୁ ଦୁଇ ଗୁଣ କରିପାରେ ବୋଲି? ସୂର୍ଯ୍ୟମୁଖୀ ଫୁଲର ମଞ୍ଜିରେ ପ୍ରଚୁର ପରିମାଣରେ ଭିଟାମିନ୍ ‘ଇ’ ସହ ମିନେରାଲ ମଧ୍ୟ ରହିଛି। ଆଜି ଆମେ ଆପଣଙ୍କୁ ଜଣାଇବୁ ସୂର୍ଯ୍ୟମୁଖୀ ଫୁଲ ଦ୍ୱାରା ନିଜ ଚେହେରାର ସୌନ୍ଦର୍ଯ୍ୟ କିପରି ବଢ଼ାଇବେ। ଗୋରା ରଙ୍ଗ ପାଇବା ପାଇଁ ୧ ଚାମଚ ବାଦାମ ପେଷ୍ଟ, […]

sunflower

sunflower

Rakesh Mallick
  • Published: Wednesday, 22 November 2017
  • Updated: 22 November 2017, 12:53 PM IST

Sports

Latest News

ଆପଣ ଆଜି ଯାଏଁ ସୂର୍ଯ୍ୟମୁଖୀ ଫୁଲର ଅନେକ ଫାଇଦା ସମ୍ପର୍କରେ ଶୁଣିଥିବେ। ହେଲେ ଆପଣ ଜାଣନ୍ତି କି ଏହି ଫୁଲ ଶୀତ ଦିନେ ଆପଣଙ୍କ ଚେହେରାର ଚମକକୁ ଦୁଇ ଗୁଣ କରିପାରେ ବୋଲି? ସୂର୍ଯ୍ୟମୁଖୀ ଫୁଲର ମଞ୍ଜିରେ ପ୍ରଚୁର ପରିମାଣରେ ଭିଟାମିନ୍ ‘ଇ’ ସହ ମିନେରାଲ ମଧ୍ୟ ରହିଛି। ଆଜି ଆମେ ଆପଣଙ୍କୁ ଜଣାଇବୁ ସୂର୍ଯ୍ୟମୁଖୀ ଫୁଲ ଦ୍ୱାରା ନିଜ ଚେହେରାର ସୌନ୍ଦର୍ଯ୍ୟ କିପରି ବଢ଼ାଇବେ।

  • ଗୋରା ରଙ୍ଗ ପାଇବା ପାଇଁ ୧ ଚାମଚ ବାଦାମ ପେଷ୍ଟ, କ୍ଷୀର ସର ଏକ ଚାମଚ, ସୂର୍ଯ୍ୟମୁଖୀ ତେଲ, ଏକ ଚାମଚ ଗୋଲାପ ଜଳ ଓ ୧/୪ କପ୍ ମସୁର ଡାଲି ପେଷ୍ଟକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୫ ମିନିଟ୍ ପରେ ହାଲକା ଭାବରେ ମାଲିସ୍ କରି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
  • ସୂର୍ଯ୍ୟମୁଖୀ ମଞ୍ଜିର ତେଲରେ ଏକ ପ୍ରକାରର ଅମ୍ଳ ଥାଏ ଯାହା ତ୍ୱଚାକୁ ବ୍ୟାକ୍ଟେରିଆ ପ୍ରଭାବରୁ ରକ୍ଷା କରିଥାଏ। କେବଳ ଏତିକି ନୁହେଁ, ଏହା ଏକ୍‌ଜିମାରୁ ମଧ୍ୟ ବଞ୍ଚାଇଥାଏ।
  • ଏହି ତେଲ ରୁକ୍ଷ ତ୍ୱଚାକୁ କୋମଳ କରିବାରେ ସାହାଯ୍ୟ କରିଥାଏ। ତେଣୁ ଶୀତ ଦିନେ ଏହାକୁ ବ୍ୟବହାର କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
  • ସୂର୍ଯ୍ୟମୁଖୀ ତେଲ ମୁଣ୍ଡକୁ ଶାନ୍ତ ରଖିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ ମସ୍ତିଷ୍କର ସ୍ନାୟୁ ଗୁଡିକୁ ଶାନ୍ତ ରଖିଥାଏ। ଏହା ଫଳରେ ଷ୍ଟ୍ରେସ୍ କିମ୍ବା ମାଇଗ୍ରେନ୍ ଭଳି ରୋଗ ହୁଏ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story