ଜାଣନ୍ତୁ କେଉଁ ବାରରେ କେଉଁ ଦିଗକୁ ଯାତ୍ରା କଲେ ଶୁଭ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ବିଭିନ୍ନ ବିଷୟରେ ଜ୍ୟୋତିଷମାନଙ୍କ ପରାମର୍ଶ ନେଉ। ଘରୁ କୌଣସି ଶୁଭ କାମ ପାଇଁ ବାହାରିବା ସମୟରେ କିଛି ଲୋକ ଅଛନ୍ତି ବାର ଉପରେ ଧ୍ୟାନ ଦିଅନ୍ତି। କେଉଁ ବାରରେ କେଉଁ ଦିଗକୁ ଯାତ୍ରା କରିବା ଉଚିତ ସେସବୁ ବିଷୟରେ ଜ୍ୟୋତିଷମାନଙ୍କଠୁ ପରାମର୍ଶ ନିଅନ୍ତି। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ପ୍ରତିଥର ଘରୁ ବାହାରିବା ସମୟରେ ଜ୍ୟୋତିଷମାନଙ୍କଠୁ ପରାମର୍ଶ ନେବା ଆବଶ୍ୟକ ନାହିଁ। ରବି ଓ ଶୁକ୍ରବାର ପୂର୍ବ ଦିଗକୁ, ସୋମ ଓ ଶନିବାର ପଶ୍ଚିମକୁ, ମଙ୍ଗଳ ଓ ଶନିବାର ଦକ୍ଷିଣକୁ, ବୁଧ ଓ ଗୁରବାର ଉତ୍ତର ଦିଗକୁ ଯାତ୍ରା କରନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିଥାଏ।</p>

Ordigital Desk
  • Published: Saturday, 25 November 2017
  • Updated: 25 November 2017, 12:28 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ବିଭିନ୍ନ ବିଷୟରେ ଜ୍ୟୋତିଷମାନଙ୍କ ପରାମର୍ଶ ନେଉ। ଘରୁ କୌଣସି ଶୁଭ କାମ ପାଇଁ ବାହାରିବା ସମୟରେ କିଛି ଲୋକ ଅଛନ୍ତି ବାର ଉପରେ ଧ୍ୟାନ ଦିଅନ୍ତି। କେଉଁ ବାରରେ କେଉଁ ଦିଗକୁ ଯାତ୍ରା କରିବା ଉଚିତ ସେସବୁ ବିଷୟରେ ଜ୍ୟୋତିଷମାନଙ୍କଠୁ ପରାମର୍ଶ ନିଅନ୍ତି। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ପ୍ରତିଥର ଘରୁ ବାହାରିବା ସମୟରେ ଜ୍ୟୋତିଷମାନଙ୍କଠୁ ପରାମର୍ଶ ନେବା ଆବଶ୍ୟକ ନାହିଁ। ରବି ଓ ଶୁକ୍ରବାର ପୂର୍ବ ଦିଗକୁ, ସୋମ ଓ ଶନିବାର ପଶ୍ଚିମକୁ, ମଙ୍ଗଳ ଓ ଶନିବାର ଦକ୍ଷିଣକୁ, ବୁଧ ଓ ଗୁରବାର ଉତ୍ତର ଦିଗକୁ ଯାତ୍ରା କରନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିଥାଏ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos