ମହାଶିବରାତ୍ରିର ବିଶେଷତ୍ୱ ଓ ପାଳନ ବିଧି ସଂପର୍କରେ ଜାଣନ୍ତୁ ଏହି ଭିଡିଓରୁ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ମହାଶିବରାତ୍ରି। ଏହାକୁ ଜାଗର ବୋଲି ମଧ୍ୟ କୁହାଯାଏ। ଏଥିପାଇଁ ଆଜି ସାରା ରାଜ୍ୟ ଚଳଚଞ୍ଚଳ। ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ମହାଶିବରାତ୍ରିର ବିଶେଷତ୍ୱ ଓ ପାଳନ ବିଧି ସଂପର୍କରେ ଆପଣ କିଛି କିଛି ଜାଣିଥିବେ ନିଶ୍ଚୟ। &nbsp;ଏ ବିଷୟରେ ବିଶେଷଜ୍ଞ ଡ଼. ଚନ୍ଦ୍ରଶେଖର ଦାଶ କ&rsquo;ଣ କହିଛନ୍ତି ଏହି ଭିଡିଓରୁ ଶୁଣନ୍ତୁ।</p>

Ordigital Desk
  • Published: Wednesday, 14 February 2018
  • Updated: 14 February 2018, 07:59 AM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ମହାଶିବରାତ୍ରି। ଏହାକୁ ଜାଗର ବୋଲି ମଧ୍ୟ କୁହାଯାଏ। ଏଥିପାଇଁ ଆଜି ସାରା ରାଜ୍ୟ ଚଳଚଞ୍ଚଳ। ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ମହାଶିବରାତ୍ରିର ବିଶେଷତ୍ୱ ଓ ପାଳନ ବିଧି ସଂପର୍କରେ ଆପଣ କିଛି କିଛି ଜାଣିଥିବେ ନିଶ୍ଚୟ। &nbsp;ଏ ବିଷୟରେ ବିଶେଷଜ୍ଞ ଡ଼. ଚନ୍ଦ୍ରଶେଖର ଦାଶ କ&rsquo;ଣ କହିଛନ୍ତି ଏହି ଭିଡିଓରୁ ଶୁଣନ୍ତୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos