- Videos
- Odisha
- ମହାଶିବରାତ୍ରିର ବିଶେଷତ୍ୱ ଓ ପାଳନ ବିଧି ସଂପର୍କରେ ଜାଣନ୍ତୁ ଏହି ଭିଡିଓରୁ
ମହାଶିବରାତ୍ରିର ବିଶେଷତ୍ୱ ଓ ପାଳନ ବିଧି ସଂପର୍କରେ ଜାଣନ୍ତୁ ଏହି ଭିଡିଓରୁ
- Published: Wednesday, 14 February 2018
- , Updated: 14 February 2018, 07:59 AM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ମହାଶିବରାତ୍ରି। ଏହାକୁ ଜାଗର ବୋଲି ମଧ୍ୟ କୁହାଯାଏ। ଏଥିପାଇଁ ଆଜି ସାରା ରାଜ୍ୟ ଚଳଚଞ୍ଚଳ। ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ମହାଶିବରାତ୍ରିର ବିଶେଷତ୍ୱ ଓ ପାଳନ ବିଧି ସଂପର୍କରେ ଆପଣ କିଛି କିଛି ଜାଣିଥିବେ ନିଶ୍ଚୟ। ଏ ବିଷୟରେ ବିଶେଷଜ୍ଞ ଡ଼. ଚନ୍ଦ୍ରଶେଖର ଦାଶ କ’ଣ କହିଛନ୍ତି ଏହି ଭିଡିଓରୁ ଶୁଣନ୍ତୁ।</p>