ଦାନ୍ତ ମଝିରେ ଫାଙ୍କ ଅଛି କି? ଜାଣନ୍ତୁ ଆପଣଙ୍କ ସ୍ୱଭାବ କେମିତିକା

ନଖ, ମୁହଁ, ନାକ, କାନ ଓ ଆଉ କିଛି ଅଙ୍ଗର ଗଢ଼ଣକୁ ନେଇ ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣିହୁଏ। ସେମିତି ବ୍ୟକ୍ତିର ଦାନ୍ତ  ମଧ୍ୟ ଅନେକ କଥା କହେ। କିଛି ଲୋକଙ୍କ ଦାନ୍ତ ମଧ୍ୟରେ ଫାଙ୍କ ବା ଗ୍ୟାପ୍‌ ଥାଏ। ଏହି ଫାଙ୍କରୁ ହିଁ ସେହି ଲୋକମାନେ କେମିତି ହୋଇଥାନ୍ତି, ସେମାନେ କ’ଣ ଖାଇବାକୁ  ଭଲ ପାଆନ୍ତି, କ’ଣ କରିବାକୁ ଭଲ ପାଆନ୍ତି- ସେ ସବୁ ବିଷୟରେ ଜାଣି ହୁଏ। ୧- ଏଭଳି ଲୋକମାନେ ଅଧିକ ଭାଗ୍ୟଶାଳୀ […]

Teethimage

Teethimage

Rakesh Mallick
  • Published: Sunday, 17 December 2017
  • Updated: 17 December 2017, 12:03 PM IST

ନଖ, ମୁହଁ, ନାକ, କାନ ଓ ଆଉ କିଛି ଅଙ୍ଗର ଗଢ଼ଣକୁ ନେଇ ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣିହୁଏ। ସେମିତି ବ୍ୟକ୍ତିର ଦାନ୍ତ  ମଧ୍ୟ ଅନେକ କଥା କହେ। କିଛି ଲୋକଙ୍କ ଦାନ୍ତ ମଧ୍ୟରେ ଫାଙ୍କ ବା ଗ୍ୟାପ୍‌ ଥାଏ। ଏହି ଫାଙ୍କରୁ ହିଁ ସେହି ଲୋକମାନେ କେମିତି ହୋଇଥାନ୍ତି, ସେମାନେ କ’ଣ ଖାଇବାକୁ  ଭଲ ପାଆନ୍ତି, କ’ଣ କରିବାକୁ ଭଲ ପାଆନ୍ତି- ସେ ସବୁ ବିଷୟରେ ଜାଣି ହୁଏ।

୧- ଏଭଳି ଲୋକମାନେ ଅଧିକ ଭାଗ୍ୟଶାଳୀ ବୋଲି ଶାସ୍ତ୍ର କୁହେ। ଏହି ବ୍ୟକ୍ତିମାନେ ଅଧିକ ରଚନାତ୍ମକ ହୋଇଥାନ୍ତି। ସେମାନଙ୍କ କାମକୁ ନେଇ ସମସ୍ତେ ଖୁସି ହୋଇଥାନ୍ତି।

୨- ଏହି ବ୍ୟକ୍ତିମାନେ ସେମାନଙ୍କ କ୍ୟାରିର୍‌ରେ ନିଶ୍ଚିତ ସଫଳତା ପାଇଥାନ୍ତି।

୩- ସେମାନେ ଅଧିକ କଥା କହିବାକୁ ଭଲ ପାଆନ୍ତି। ଏହାସହିତ ସମସ୍ତଙ୍କ ସହିତ ମିଶିବାକୁ ପସନ୍ଦ କରିଥାନ୍ତି।

୪- ଏହି ବ୍ୟକ୍ତିମାନେ ସୁନ୍ଦର ଦେଖାଯାଆନ୍ତି। ସେମାନଙ୍କ ଆଡ଼କୁ ଲୋକ ଖୁବଶୀଘ୍ର ଆକର୍ଷିତ ହୋଇଥାନ୍ତି।

୫- ଏହି ବ୍ୟକ୍ତିମାନେ ଖାଦ୍ୟ ପ୍ରିୟ ହୋଇଥାନ୍ତି। ଫଳରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ଭଲ ପାଆନ୍ତି।

୬- ଶାସ୍ତ୍ର ଅନୁସାରେ ଏହି ଲୋକମାନଙ୍କ ଆର୍ଥିକ ସ୍ଥିତି ଭଲ ରହିଥାଏ।

୭- ଏହି ବ୍ୟକ୍ତିମାନେ ସମସ୍ତ ପ୍ରସଙ୍ଗରେ ନିଜ ବିଚାରକୁ ଖୋଲାଖୋଲି ଭାବେ ଉପସ୍ଥାପନ କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story