କାହିଁକି ୯ ନଭେମ୍ବର ବହୁତ ଖାସ୍? ଜାଣନ୍ତୁ କେଉଁ ରାଶିର ଲୋକଙ୍କ ସହିତ କ’ଣ ହୋଇପାରେ  

ଜ୍ୟୋତିଷ ବିଜ୍ଞାନ ଅନୁସାରେ ନଭେମ୍ବର ୯ ତାରିଖଟି ଏ ବର୍ଷର ଏକ ବହୁତ ଖାସ୍ ଦିନ। ଏହାର ଏକ ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଦ୍ୱିପହର ଗୋଟାଏ ୩୯ ମିନିଟ୍‌ରେ ସବୁଠୁ ଭଲ ଗୁରୁ-ପୁଷ୍ୟ ନକ୍ଷତ୍ର ଯୋଗ ପଡ଼ିବ। ଏଭଳି ସଂଯୋଗ ଦୁଇ ତିନି ବର୍ଷରେ ଥରେ ପଡ଼େ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ନକ୍ଷତ୍ରରେ ସବୁ ସଂକଟ ଦୂର ହୋଇଯାଏ ଓ ଏହି ଦିନ ସବୁ କାମ ସଫଳ ହୋଇଥାଏ। ରାଶି ଅନୁସାରେ ଆପଣ ଏହି […]

planet

planet

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 12:50 PM IST

Sports

Latest News

ଜ୍ୟୋତିଷ ବିଜ୍ଞାନ ଅନୁସାରେ ନଭେମ୍ବର ୯ ତାରିଖଟି ଏ ବର୍ଷର ଏକ ବହୁତ ଖାସ୍ ଦିନ। ଏହାର ଏକ ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଦ୍ୱିପହର ଗୋଟାଏ ୩୯ ମିନିଟ୍‌ରେ ସବୁଠୁ ଭଲ ଗୁରୁ-ପୁଷ୍ୟ ନକ୍ଷତ୍ର ଯୋଗ ପଡ଼ିବ। ଏଭଳି ସଂଯୋଗ ଦୁଇ ତିନି ବର୍ଷରେ ଥରେ ପଡ଼େ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ନକ୍ଷତ୍ରରେ ସବୁ ସଂକଟ ଦୂର ହୋଇଯାଏ ଓ ଏହି ଦିନ ସବୁ କାମ ସଫଳ ହୋଇଥାଏ। ରାଶି ଅନୁସାରେ ଆପଣ ଏହି ଗୁରୁ ପୁଷ୍ୟ ଯୋଗରୁ କେମିତି ଲାଭ ପାଇ ପାରିବେ ଆସନ୍ତୁ ଜାଣିବା।

ମେଷ- ଏହି ରାଶିର ଲୋକେ ଏହି ଦିନ ଚାକିରିରେ ସଫଳତା ପାଇବେ। ଆଉ ଅଧିକ ପରିଶ୍ରମ କଲେ ବେଶ୍ ଅଧିକ ଧନ ଲାଭ ହେବ।

ବୃଷ- ଗୁରୁ ପୁଷ୍ୟ ଯୋଗରେ ଏହି ରାଶିର ଯେଉଁ ବ୍ୟକ୍ତିଙ୍କ ବୈବାହିକ ଜୀବନରେ ଅଶାନ୍ତି ରହିଛି ତାହା ସମାପ୍ତ ହୋଇଯିବ। ଶତ୍ରୁମାନେ ବି ଆପଣଙ୍କ ବନ୍ଧୁତା ସ୍ୱୀକାର କରିବେ।

ମିଥୁନ- ଏହି ଯୋଗ ଏହି ରାଶି ଲୋକଙ୍କୁ ଫାଇଦା ଦେବ। ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

କର୍କଟ- ଏହି ଯୋଗ ଯୋଗୁଁ କର୍କଟ ରାଶି ଲୋକଙ୍କ ଆତ୍ମବିଶ୍ୱାସ ବଢ଼ିବ। ବିବାହ ପ୍ରସ୍ତାବ ଆସିପାରେ। କ୍ୟାରିୟରରେ ଉନ୍ନତି ଘଟିବ। ବ୍ୟବସାୟରେ ଉତ୍ତମ ଧନ ଲାଭ ହେବ।

ସିଂହ- ରାଜନୈତିକ କ୍ଷେତ୍ରରେ ସମ୍ମାନ ବଢ଼ିବ। ଭୂ-ସଂପତ୍ତି ବୃଦ୍ଧି ହେବ। ବ୍ୟବସାୟକୁ ବଢ଼ାଇବେ। ପରିବାରରେ କୌଣସି ବିବାଦ ଚାଲିଥିଲେ ତାହା ଶେଷ ହେବ। ଶୁଭ ସୂଚନା ମିଳିବ। ଅଟକି ଥିବା କାର୍ଯ୍ୟ ପୂର୍ଣ୍ଣ ହେବ।

କନ୍ୟା- ଏଭଳି ଯୋଗ କନ୍ୟା ରାଶି ପାଇଁ ବହୁତ କମ୍ ଆସିଥାଏ। ସେଥିପାଇଁ ଏହି ରାଶିର ଲୋକଙ୍କ ପାଇଁ ଏହି ଦିନଟି ଖୁବ୍ ଭଲ। ଚାକିରିରେ ପଦୋନ୍ନତି ମିଳିବ। ଧନ ଲାଭ ହେବ।

ତୁଳା- ସାକ୍ଷାତକାରରେ ସଫଳ ହେବେ। ବିରୋଧୀ ପରାସ୍ତ ହେବେ। ଅଟକି ଥିବା ଧନ ପ୍ରାପ୍ତି ହେବ। ବ୍ୟବସାୟରେ ଅଚାନକ ବଡ଼ ଆକାରର ଲାଭ ହେବ।

ବିଛା- ଏହି ଯୋଗ ଏହି ରାଶି ଲୋକଙ୍କ ପରାକ୍ରମ ବୃଦ୍ଧି କରିବ। ବ୍ୟବସାୟରେ ଲାଭ ହେବ। କ୍ୟାରିୟରରେ ଆହୁରି ଭଲ ସୁଯୋଗ ଆସିବ।

ଧନୁ- ଲୋକପ୍ରିୟତା ବଢ଼ିବ। ସ୍ଥାୟୀ ଲାଭର ବାଟ ଫିଟିବ।

ମକର- ଏହି ଯୋଗ ଯୋଗୁଁ ଆପଣ ଯାହା ବି ଯୋଜନା ବନାଇବେ ତାହା ସଫଳ ହେବ। ପତି-ପତ୍ନୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ଚାଲିଆସିଥିବା ବିବାଦ କମିବ ଓ ପ୍ରେମ ବଢ଼ିବ।

କୁମ୍ଭ- ସୁଖ, ଶାନ୍ତି ବୃଦ୍ଧି ପାଇବ। ଅଫିସ୍ ଅବା କର୍ମସଂସ୍ଥାନରେ କାର୍ଯ୍ୟ ବଢ଼ିବ। ବ୍ୟବସାୟରେ ପ୍ରତିଷ୍ଠା ଅର୍ଜନ କରିବେ। ପରିବାରରେ ଆନନ୍ଦର ବାତାବରଣ ରହିବ।

ମୀନ- ବିକାଶ କାର୍ଯ୍ୟରେ ସଫଳତା ମିଳିବ। ଆୟର ନୂଆ ଉତ୍ସ ମିଳିବ। ବ୍ୟବସାୟିକ ଲାଭରେ ପ୍ରସନ୍ନ ରହିବେ।

ଆହୁରି ମଧ୍ୟ ପଢନ୍ତୁ: କାଳସର୍ପ ଦୋଷ ଦୂର କରେ କଜଳ: ଜାଣନ୍ତୁ କେମିତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story