ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସବୁଠୁ ବଡ଼ ପର୍ବ ହେଉଛି ରଜ। ଏହାକୁ ଆମ ରାଜ୍ୟର ଗଣପର୍ବ ମଧ୍ୟ କୁହାଯାଏ। ୩ ଦିନ ଧରି ରଜ ମହୋତ୍ସବ ପାଳନ କରାଯାଏ। ରଜରେ ମୁଖ୍ୟତଃ ଦୋଳି ଖେଳିବା ଓ ପୋଡ଼ପିଠା ଖାଇବାକୁ ନେଇ ସମସ୍ତେ ଉତ୍ସାହିତ ଥାଆନ୍ତି। ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ରଜକୁ ଖୁସିରେ ପାଳନ କରନ୍ତୁ କିଛି ମନା ନାହିଁ। କିନ୍ତୁ ରଜ ସଂକ୍ରାନ୍ତି ଦିନ ଗୋଟେ ଗୁରୁତ୍ୱପୂର୍ଣ୍ଣ କାମ କରନ୍ତୁ। ଏହି ଦିନ ସକାଳୁ ଉଠି ଘରର ଦୁଆର ମୁହଁରେ ଗୋଟେ ହଳଦିଆ ଚିତା ମାରିବେ ଏବଂ ତା'ଉପରେ ଏକ ନାଲି ଚିତା ମାରିବେ। ଏପରି କଲେ ଆଗାମୀ ରଜ ପର୍ଯ୍ୟନ୍ତ ଘରେ କିଛି ଅଭାବ ଅସିବନି ଏବଂ ଆପଣଙ୍କ ମନ ଶାନ୍ତ ରହିବ। (ଦେଖନ୍ତୁ ଭିଡିଓ)
https://youtu.be/a17xFPFeD1k?list=PLSItThInuALsR3zhPtcvN27BHifeAaF98
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...