ଜାଣନ୍ତୁ ଲୁଣକୁ କେଉଁଥିରେ ରଖିଲେ ଶୁଭ

<p>&lt;h3&gt;ଭୁବନେଶ୍ୱର(ଓଡିଶା ରିପୋର୍ଟର): &lt;span style=&quot;font-size: 14pt;&quot;&gt;ରୋଷେଇ ଘରେ ସମସ୍ତ ଜିନିଷ ଡବାରେ ସାଇତା ରଖାଯାଏ। ଲୁଣ, ଚିନି, ସୁଜି, ଅଟା ଓ ମଇଦା ଆଦି ସାମଗ୍ରୀ ଦେଖିବାକୁ ଏକାପରି। କାଳେ ରୋଷେଇ କରିବା ସମୟରେ କିଛି ଦ୍ୱନ୍ଦ୍ୱ ଉପୁଜିବ, ସେଥିପାଇଁ ଏସବୁ ଜିନିଷକୁ ଭିନ୍ନ ଭିନ୍ନ ପ୍ରକାରର ଡବାରେ ରଖାଯାଇଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଲୁଣକୁ ଡବାରେ ପୂରାଇ ରଖିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଏହାକୁ କେବେ ପ୍ଳାଷ୍ଟିକ୍&zwnj; କିମ୍ବା ଷ୍ଟିଲ୍&zwnj; ଡବାରେ ରଖନ୍ତୁ ନାହିଁ। ଲୁଣକୁ ସବୁବେଳେ କାଚ ଜାରରେ ପୂରାଇ ରଖନ୍ତୁ। କାଚ ଜାର ବ୍ୟତୀତ ଅନ୍ୟ କେଉଁଥିରେ ଲୁଣ ପୂରାଇ ରଖିଲେ ଅମଙ୍ଗଳ ହୋଇଥାଏ।&lt;/span&gt; (ଦେଖନ୍ତୁ ଭିଡିଓ)&lt;/h3&gt;</p>

Ordigital Desk
  • Published: Friday, 06 April 2018
  • Updated: 06 April 2018, 12:15 PM IST

Sports

Latest News

<p>&lt;h3&gt;ଭୁବନେଶ୍ୱର(ଓଡିଶା ରିପୋର୍ଟର): &lt;span style=&quot;font-size: 14pt;&quot;&gt;ରୋଷେଇ ଘରେ ସମସ୍ତ ଜିନିଷ ଡବାରେ ସାଇତା ରଖାଯାଏ। ଲୁଣ, ଚିନି, ସୁଜି, ଅଟା ଓ ମଇଦା ଆଦି ସାମଗ୍ରୀ ଦେଖିବାକୁ ଏକାପରି। କାଳେ ରୋଷେଇ କରିବା ସମୟରେ କିଛି ଦ୍ୱନ୍ଦ୍ୱ ଉପୁଜିବ, ସେଥିପାଇଁ ଏସବୁ ଜିନିଷକୁ ଭିନ୍ନ ଭିନ୍ନ ପ୍ରକାରର ଡବାରେ ରଖାଯାଇଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଲୁଣକୁ ଡବାରେ ପୂରାଇ ରଖିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଏହାକୁ କେବେ ପ୍ଳାଷ୍ଟିକ୍&zwnj; କିମ୍ବା ଷ୍ଟିଲ୍&zwnj; ଡବାରେ ରଖନ୍ତୁ ନାହିଁ। ଲୁଣକୁ ସବୁବେଳେ କାଚ ଜାରରେ ପୂରାଇ ରଖନ୍ତୁ। କାଚ ଜାର ବ୍ୟତୀତ ଅନ୍ୟ କେଉଁଥିରେ ଲୁଣ ପୂରାଇ ରଖିଲେ ଅମଙ୍ଗଳ ହୋଇଥାଏ।&lt;/span&gt; (ଦେଖନ୍ତୁ ଭିଡିଓ)&lt;/h3&gt;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos