ଜାଣନ୍ତୁ କେଉଁ ଦିନ ଘରୁ ଲୁହା ଜିନିଷ ବିକ୍ରି କରିବେନାହିଁ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବ୍ୟବସାୟ ପାଇଁ ନିର୍ଦ୍ଧିଷ୍ଟ ବାର ନ ଥାଏ। ସପ୍ତାହର ସାତଦିନ ବେପାର ଚାଲେ। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ବିକ୍ରି କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଆପଣ ସବୁଦିନ ସବୁକିଛି ବିକ୍ରି କରିପାରିବେ ନାହିଁ।  ଲୁହା ଜନିଷ ବିକ୍ରି କରିବା ସମୟରେ ଟିକେ ସଚେତନ୍‌ ରୁହନ୍ତୁ। ଯଦି ପୁରୁଣା ଗାଡି କିମ୍ବା ଲୁହାରେ ତିଆରି କିଛି ଜିନିଷ ବିକ୍ରି କରିବାକୁ ଯାଉଛନ୍ତି ତେବେ ବାର ଉପରେ ଧ୍ୟାନ ଦିଅନ୍ତୁ। କାରଣ ଗୁରୁବାର ଓ ଶନିବାର ଲୁହା ଜିନିଷ ବିକ୍ରି କରିବା ଦ୍ୱାରା ଆମଙ୍ଗଳ ହୋଇଥାଏ।

ତେଣୁ ଗୁରୁବାର ଓ ଶନିବାର କେବେବି ଲୁହା ଜିନିଷ ବିକ୍ରି ନକରି ଅନ୍ୟ ବାର ଗୁଡିକରେ ବିକ୍ରି କରନ୍ତୁ।