ପେଚା ଦେଖିଲେ ଶୁଭ ନା ଅଶୁଭ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପେଚା ଦେଖିଲେ ଶୁଭ ନା ଅଶୁଭ? ଏ ପ୍ରଶ୍ନ ଆଜିବି ଅସମାହିତ। ଆମେ ଯାହା ଶୁଣିଚୁ ପେଚା ଦେଖିଲେ ଅଶୁଭ। ଏକଥା ଠିକ୍‌। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ପେଚା ଦେଖିବା ଶୁଭ ଅବଶ୍ୟ କଳା ନୁହେଁ ଧଳା ପେଚା।

Northern-Saw-whet-Owl

Rakesh Mallick
  • Published: Monday, 30 April 2018
  • , Updated: 30 April 2018, 09:15 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପେଚା ଦେଖିଲେ ଶୁଭ ନା ଅଶୁଭ? ଏ ପ୍ରଶ୍ନ ଆଜିବି ଅସମାହିତ। ଆମେ ଯାହା ଶୁଣିଚୁ ପେଚା ଦେଖିଲେ ଅଶୁଭ। ଏକଥା ଠିକ୍‌। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ପେଚା ଦେଖିବା ଶୁଭ ଅବଶ୍ୟ କଳା ନୁହେଁ ଧଳା ପେଚା।

[caption id="attachment_231692" align="aligncenter" width="900"] ଯଦି ଆପଣଙ୍କ ଘର ଉପରେ ଧଳା ପେଚା ବସିଛି ତେବେ ଏହା ଶୁଭ ସଂକେତ। ଯଦି ଅବସ୍ମାତ ଧଳା ପେଚାଟି ଘର ଭିତରକୁ ପସିଯାଏ ତାହାଲେ ଧନ ପ୍ରାପ୍ତି ହେବ ବୋଲି ଜାଣନ୍ତୁ। ଧଳା ପେଚାକୁ ଯଦି ରାସ୍ତାରେ ଦେଖନ୍ତି ତେବେ ଖୁସି ଖବର ମିଳିବ ବୋଲି ଜାଣନ୍ତୁ।  କିନ୍ତୁ କଳା ପେଚା ଦେଖିବା ଅଶୁଭ। ତଥାପି ଆପଣ ଚିନ୍ତା କରନ୍ତୁ ନାହିଁ। ତାର ଏକ ପ୍ରତିକାର ରହିଛି। କଳା ପେଚା ଯଦି ଘର ଉପରେ ବସେ କିମ୍ବା ଘର ଭିତରକୁ ପସିଯାଏ ତେବେ ଯେକୌଣସି ରବିବାର କ୍ଷୀର, ଗୁଡ ଏବଂ କଦଳୀକୁ ଚକଟି ଜଣେ ବ୍ରାହ୍ମଣକୁ ଖାଇବାକୁ ଦିଅନ୍ତୁ। (ଦେଖନ୍ତୁ ଭିଡିଓ)[/caption]

https://youtu.be/Ha2d4azHkcM

Related story