ନଖ ଭାଙ୍ଗି ଯାଇଛି କି? ଜାଣନ୍ତୁ ଆପଣଙ୍କ ସହିତ କ’ଣ ଘଟିପାରେ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜଣେ ବ୍ୟକ୍ତିର ଭବିଷ୍ୟତ ସଂପର୍କରେ ଜାଣିବାର ଅନେକ ଉପାୟ ରହିଛି। ଏହି ଉପାୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ନଖ ଭାଙ୍ଗିବା। ନଖ ଭାଙ୍ଗିଲେ ମଧ୍ୟ ମନୁଷ୍ୟର ଭବିଷ୍ୟତ ସଂପର୍କରେ ଜାଣି ହୁଏ ବୋଲି କୁହାଯାଏ। ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ହାତର କେଉଁ ଆଙ୍ଗୁଠି ଭାଙ୍ଗିଲେ ଭବିଷ୍ୟତରେ କ’ଣ ଘଟିବ। ୧- ବିଶି ଅବା ତର୍ଜନୀ ଆଙ୍ଗୁଠି ହେଉଛି ଉଚ୍ଚଆକାଂକ୍ଷା, ମୂଲ୍ୟବୋଧ, ନେତୃତ୍ୱ, କ୍ଷମତା ଓ ଶକ୍ତିର ପ୍ରତୀକ। ଏହି ଆଙ୍ଗୁଠିର […]

nail

nail

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 12:53 PM IST

Sports

Latest News

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜଣେ ବ୍ୟକ୍ତିର ଭବିଷ୍ୟତ ସଂପର୍କରେ ଜାଣିବାର ଅନେକ ଉପାୟ ରହିଛି। ଏହି ଉପାୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ନଖ ଭାଙ୍ଗିବା। ନଖ ଭାଙ୍ଗିଲେ ମଧ୍ୟ ମନୁଷ୍ୟର ଭବିଷ୍ୟତ ସଂପର୍କରେ ଜାଣି ହୁଏ ବୋଲି କୁହାଯାଏ। ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ହାତର କେଉଁ ଆଙ୍ଗୁଠି ଭାଙ୍ଗିଲେ ଭବିଷ୍ୟତରେ କ’ଣ ଘଟିବ।

୧- ବିଶି ଅବା ତର୍ଜନୀ ଆଙ୍ଗୁଠି ହେଉଛି ଉଚ୍ଚଆକାଂକ୍ଷା, ମୂଲ୍ୟବୋଧ, ନେତୃତ୍ୱ, କ୍ଷମତା ଓ ଶକ୍ତିର ପ୍ରତୀକ। ଏହି ଆଙ୍ଗୁଠିର ନଖ ଭାଙ୍ଗି ଗଲେ କାର୍ଯ୍ୟସ୍ଥଳ ବା ଅଫିସ୍‌ରେ ସମସ୍ୟା ଉପୁଜିପାରେ। ଯେଉଁ ହାତକୁ ଆପଣ ଅଧିକ କାର୍ଯ୍ୟରେ ଲଗାନ୍ତି ଯଦି ସେହି ହାତର ତର୍ଜନୀ ଆଙ୍ଗୁଠିର ନଖ ଭାଙ୍ଗି ଯାଏ, ତା’ହେଲେ ଆଗକୁ ଏକ ଅସ୍ଥାୟୀ ସମସ୍ୟା ଆସିପାରେ ବୋଲି ସଂକେତ ମିଳିଯାଏ ବୋଲି କୁହାଯାଏ। ଯଦି ଅନ୍ୟ ହାତର ଏହି ଆଙ୍ଗୁଠିର ନଖ ଭାଙ୍ଗି ଯାଏ, ତା’ହେଲେ ବର୍ତ୍ତମାନ ରହିଥିବା ସମସ୍ୟା ଆଗକୁ ବି ଜାରି ରହିବ ବୋଲି ସଂକେତ ଦିଏ।

୨- ଅନାମିକା ଆଙ୍ଗୁଳିର ନଖ ଭାଙ୍ଗି ଗଲେ ଆପଣ ଧୀରେ ଧୀରେ ନିଜ ଉପରେ ଭରସା କରିବା ଛାଡ଼ି ଦେବେ। ନିଜକୁ ଏକୁଟିଆ ମନେ କରିବେ। କୌଣସି ବଡ଼ କାର୍ଯ୍ୟରେ ଅସଫଳ ହୋଇପାରନ୍ତି।

୩- ମଝି ଅବା ମଧ୍ୟମା ଆଙ୍ଗୁଠି ମନୁଷ୍ୟର ମାନସିକ ସ୍ଥିତିକୁ ଦର୍ଶାଇ ଥାଏ। ଏହି ଆଙ୍ଗୁଠିର ନଖ ଭାଙ୍ଗିଲେ ଆପଣ ଭବିଷ୍ୟତରେ ମାନସିକ ଭାବେ ସୁସ୍ଥ ରହିନପାରନ୍ତି। ଅନେକ ପ୍ରସଙ୍ଗରେ ଚିନ୍ତିତ ରହିପାରନ୍ତି।

୪- ଯଦି କନିଷ୍ଠ ବା ଛୋଟ ଆଙ୍ଗୁଠିର ନଖ ଭାଙ୍ଗି ଯାଏ, ତା’ହେଲେ ପରିବାରର କୌଣସି ସଦସ୍ୟ ଅବା ପତ୍ନୀଙ୍କ ସହିତ ଆପଣଙ୍କର ମତଭେଦ ସୃଷ୍ଟି ହୋଇପାରେ। ଆପଣଙ୍କ ଆତ୍ମବିଶ୍ୱାସ କମି ପାରେ। ଅନ୍ୟମାନଙ୍କ ସହିତ ଖୋଲା ମନରେ ମିଶି ପାରିବ ନାହିଁ।

ଆହୁରି ମଧ୍ୟ ପଢନ୍ତୁ: ଅଶୁଭ ସଙ୍କେତକୁ ବୁଝନ୍ତୁ ଓ ବିପଦ ଟାଳନ୍ତୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story