ଦେବ,ମନୁଷ୍ୟ, ଓ ରାକ୍ଷସ କେଉଁ ଗଣରେ ହୋଇଛି ଆପଣଙ୍କ ଜନ୍ମ? ଏମିତି ହେବ ସ୍ୱଭାବ

ବିଶ୍ୱରେ ମନୁଷ୍ୟ ଜୀବନ ସବୁଠାରୁ ଶ୍ରେଷ୍ଠ ବୋଲି କୁହାଯାଏ। ଭଲ କର୍ମ କଲେ ମଣିଷ ଜନ୍ମ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ ଦେବ, ମନୁଷ୍ୟ ଓ ରାକ୍ଷସ ଏହି ତିନୋଟି ଗଣରେ ହୋଇଥାଏ। ଆପଣଙ୍କ ସ୍ୱଭାବ ଓ ଗୁଣରୁ ଜଣାପଡ଼ିଥାଏ ଯେ ଆପଣଙ୍କ ଜନ୍ମ କେଉଁ ଗଣରେ ହୋଇଛି। ଯେଉଁମାନେ ଧନବାନ, ବଡ ଆଖି ଓ ଲୋକଙ୍କୁ ବଶୀଭୂତ କରିବାରେ ସକ୍ଷମ ଥିବା ବ୍ୟକ୍ତି ମନୁଷ୍ୟ ଗଣରେ ଜନ୍ମ ହୋଇଥାଏ ବୋଲି […]

human bing

human bing

Rakesh Mallick
  • Published: Saturday, 06 January 2018
  • Updated: 06 January 2018, 11:23 AM IST

Sports

Latest News

ବିଶ୍ୱରେ ମନୁଷ୍ୟ ଜୀବନ ସବୁଠାରୁ ଶ୍ରେଷ୍ଠ ବୋଲି କୁହାଯାଏ। ଭଲ କର୍ମ କଲେ ମଣିଷ ଜନ୍ମ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ ଦେବ, ମନୁଷ୍ୟ ଓ ରାକ୍ଷସ ଏହି ତିନୋଟି ଗଣରେ ହୋଇଥାଏ। ଆପଣଙ୍କ ସ୍ୱଭାବ ଓ ଗୁଣରୁ ଜଣାପଡ଼ିଥାଏ ଯେ ଆପଣଙ୍କ ଜନ୍ମ କେଉଁ ଗଣରେ ହୋଇଛି।

ଯେଉଁମାନେ ଧନବାନ, ବଡ ଆଖି ଓ ଲୋକଙ୍କୁ ବଶୀଭୂତ କରିବାରେ ସକ୍ଷମ ଥିବା ବ୍ୟକ୍ତି ମନୁଷ୍ୟ ଗଣରେ ଜନ୍ମ ହୋଇଥାଏ ବୋଲି କୁହାଯାଏ।

ଦେବ ଗଣରେ  ଜନ୍ମ ହେଉଥିବା ବ୍ୟକ୍ତିର ଗୁଣ ଦେବତାଙ୍କ ପରି ହୋଇଥାଏ। ଏପରି ଲୋକ ଦାନ କରିବାକୁ ଭଲ ପାଆନ୍ତି। ବୁଦ୍ଧିମାନ ହେବା ସହ  କୋମଳ ହୃଦୟ ବ୍ୟକ୍ତି ହୋଇଥାନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଛି ରାକ୍ଷସ ଗଣରେ ଜନ୍ମ ହେଉଥିବା ବ୍ୟକ୍ତି ନକାରାତ୍ମକ ଶକ୍ତିକୁ ଶୀଘ୍ର ଗ୍ରହଣ କରିଥାନ୍ତି। ଖରାପ ଖବର ଶୀଘ୍ର ଜାଣିବାକୁ ପାଇଥାନ୍ତି। ଏହି ଲୋକମାନଙ୍କ ଷଷ୍ଠ ଇନ୍ଦ୍ର ଅନ୍ୟମାନଙ୍କ ଠାରୁ ଭଲ ହୋଇଥାଏ। ଏମାନେ କଠିନ ପରିସ୍ଥିତିକୁ ସାମ୍ନା କରି ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story