ବିଶ୍ୱରେ ମନୁଷ୍ୟ ଜୀବନ ସବୁଠାରୁ ଶ୍ରେଷ୍ଠ ବୋଲି କୁହାଯାଏ। ଭଲ କର୍ମ କଲେ ମଣିଷ ଜନ୍ମ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ ଦେବ, ମନୁଷ୍ୟ ଓ ରାକ୍ଷସ ଏହି ତିନୋଟି ଗଣରେ ହୋଇଥାଏ। ଆପଣଙ୍କ ସ୍ୱଭାବ ଓ ଗୁଣରୁ ଜଣାପଡ଼ିଥାଏ ଯେ ଆପଣଙ୍କ ଜନ୍ମ କେଉଁ ଗଣରେ ହୋଇଛି।
ଯେଉଁମାନେ ଧନବାନ, ବଡ ଆଖି ଓ ଲୋକଙ୍କୁ ବଶୀଭୂତ କରିବାରେ ସକ୍ଷମ ଥିବା ବ୍ୟକ୍ତି ମନୁଷ୍ୟ ଗଣରେ ଜନ୍ମ ହୋଇଥାଏ ବୋଲି କୁହାଯାଏ।
ଦେବ ଗଣରେ ଜନ୍ମ ହେଉଥିବା ବ୍ୟକ୍ତିର ଗୁଣ ଦେବତାଙ୍କ ପରି ହୋଇଥାଏ। ଏପରି ଲୋକ ଦାନ କରିବାକୁ ଭଲ ପାଆନ୍ତି। ବୁଦ୍ଧିମାନ ହେବା ସହ କୋମଳ ହୃଦୟ ବ୍ୟକ୍ତି ହୋଇଥାନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଛି ରାକ୍ଷସ ଗଣରେ ଜନ୍ମ ହେଉଥିବା ବ୍ୟକ୍ତି ନକାରାତ୍ମକ ଶକ୍ତିକୁ ଶୀଘ୍ର ଗ୍ରହଣ କରିଥାନ୍ତି। ଖରାପ ଖବର ଶୀଘ୍ର ଜାଣିବାକୁ ପାଇଥାନ୍ତି। ଏହି ଲୋକମାନଙ୍କ ଷଷ୍ଠ ଇନ୍ଦ୍ର ଅନ୍ୟମାନଙ୍କ ଠାରୁ ଭଲ ହୋଇଥାଏ। ଏମାନେ କଠିନ ପରିସ୍ଥିତିକୁ ସାମ୍ନା କରି ପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...