ବେକରୁ ଜାଣନ୍ତୁ ଆପଣଙ୍କ ବନ୍ଧୁଙ୍କ ପ୍ରକୃତି

ମଣିଷ ଶରୀରରେ ବେଗର ବହୁତ ଗୁରୁତ୍ୱ ରହିଛି। ମସ୍ତିଷ୍କରୁ ବାହାରି ଶରୀରର ବିଭିନ୍ନ ଅଙ୍ଗକୁ ସବୁ ଶିରା ବେଗ ଦେଇ ଯାଇଥାଏ। କେବେ ଭାବିଛନ୍ତି ବେକରୁ ମଣିଷରୁ ପ୍ରକୃତି କେମିତି ଜାଣି ହୋଇଥାଏ ବୋଲି। ଏ ବିଷୟରେ ସମୁଦ୍ର ଶାସ୍ତ୍ରରେ ପ୍ରାଞ୍ଜଳ ଭାବେ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ବେକର ଗଠନରୁ କେମିତି ଜାଣିବେ ଲୋକଙ୍କ ସ୍ୱଭାବ। ମୋଟା ବେଗ: ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ବେଗ ସାମାନ୍ୟରୁ ଅଧିକ ମୋଟା ହୋଇଥାଏ, ସେମାନଙ୍କ ଉପରେ […]

neck

neck

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 08:18 AM IST

Sports

Latest News

ମଣିଷ ଶରୀରରେ ବେଗର ବହୁତ ଗୁରୁତ୍ୱ ରହିଛି। ମସ୍ତିଷ୍କରୁ ବାହାରି ଶରୀରର ବିଭିନ୍ନ ଅଙ୍ଗକୁ ସବୁ ଶିରା ବେଗ ଦେଇ ଯାଇଥାଏ। କେବେ ଭାବିଛନ୍ତି ବେକରୁ ମଣିଷରୁ ପ୍ରକୃତି କେମିତି ଜାଣି ହୋଇଥାଏ ବୋଲି। ଏ ବିଷୟରେ ସମୁଦ୍ର ଶାସ୍ତ୍ରରେ ପ୍ରାଞ୍ଜଳ ଭାବେ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ବେକର ଗଠନରୁ କେମିତି ଜାଣିବେ ଲୋକଙ୍କ ସ୍ୱଭାବ।

ମୋଟା ବେଗ: ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ବେଗ ସାମାନ୍ୟରୁ ଅଧିକ ମୋଟା ହୋଇଥାଏ, ସେମାନଙ୍କ ଉପରେ ଭରଷା କରାଯାଇପାରିବ ନାହିଁ। ଏମାନେ ବଦରାଗୀ ହୋଇଥାନ୍ତି। ଧନସମ୍ପତ୍ତି ବଢ଼ିଗଲେ ଏମାନେ ଅଭିମାନୀ ହୋଇଯାଇଥାନ୍ତି।

ସିଧା ବେକ: ସିଧା ବେକ ବ୍ୟକ୍ତି ସ୍ୱାଭିମାନୀ ହୋଇଥାନ୍ତି। ଏମାନେ ସମୟକୁ ସଠିକ ବିନିଯୋଗ କରିଥାନ୍ତି। ନିଜ ସିଦ୍ଧାନ୍ତରେ ଏମାନେ ଅଟଳ ରହିଥାନ୍ତି ଏବଂ ପ୍ରତିଶ୍ରୁତି ପାଳନ କରିଥାନ୍ତି।

neckଲମ୍ବା ବେକ: ବେଗ ସାମାନ୍ୟରୁ ଅଧିକ ଲମ୍ବା ହୋଇଥିବା ବ୍ୟକ୍ତି ମନ୍ଦବୁଦ୍ଧି, ଅସ୍ଥିର ଓ ଚୁଗୁଲିଆ ପ୍ରକୃତିର ହୋଇଥାନ୍ତି ବୋଲି ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏମାନେ ଅନ୍ୟ ଆଗରେ ନିଜକୁ ଭଲ ବୋଲି ଦେଖାଇ ହେବାକୁ ପ୍ରୟାସ କରିଥାନ୍ତି।

ଛୋଟ ବେକ: ସାମାନ୍ୟରୁ ଛୋଟ ବେଗ ଥିବା ବ୍ୟକ୍ତି ବହୁତ କମ କଥା ହୋଇଥାନ୍ତି। ଏହାସହ ଏମାନେ ପରିଶ୍ରମୀ, ଲୋଭି, ଅବିଶ୍ୱାସନୀୟ ଓ ଖଳ ପ୍ରକୃତିର ମଧ୍ୟ ହୋଇପାରନ୍ତି। ଏପରି ଲୋକଙ୍କଠାରୁ ଫାଇଦା ଅନ୍ୟମାନେ ନେଇଥାନ୍ତି, ହେଲେ ଏମାନେ ଏ ସମ୍ପର୍କରେ କିଛି ବି ଜାଣିପାରି ନଥାନ୍ତି।

neckସରୁ ବେକ: ଯେଉଁମାନଙ୍କ ବେକ ସରୁ ହୋଇଥାଏ ଓ ଶିର ଦେଖାଯାଉଥାଏ ସେମାନେ କମ ଆଶବାଦୀ ହୋଇଥାନ୍ତି। ଏହାସହ ଏହି ପ୍ରକାରର ବ୍ୟକ୍ତି ସବୁବେଳେ ରୋଗାକ୍ରାନ୍ତ ରହିଥାନ୍ତି। ଏହାସହ ଅଳସୁଆମୀ, ରାଗ ଓ ଅଳ୍ପ ଜ୍ଞାନର ଅଧିକାରୀ ମଧ୍ୟ ହୋଇଥାନ୍ତି। ଏମାନେ ନିଜ ଜୀବନକୁ ନେଇ ସନ୍ତୁଷ୍ଟ ରହିଥାନ୍ତି।

ଓଟ ପରି ବେକ:  ଏହି ବ୍ୟକ୍ତିଙ୍କ ବେକ ଉଚ୍ଚା ଓ ପତଳା ହୋଇଥାଏ। ଏପରି ବ୍ୟକ୍ତି ବିଶେଷ କରି ସହନଶୀଳ ଓ ପରିଶ୍ରମୀ ହୋଇଥାନ୍ତି। ଏମାନଙ୍କ ମଧ୍ୟରୁ କିଛି ବହୁତ ଚାଲାଖ ହୋଇଥାନ୍ତି। ଏମାନେ ନିଜ ଭଲ ପାଇଁ ସବୁବେଳେ ଚେଷ୍ଟିତ ରହିଥାନ୍ତି। ଏଥିପାଇଁ ଏମାନେ ଯେକୌଣସି ସ୍ତରକୁ ଯାଇପାରନ୍ତି।

ଆଦର୍ଶ ବେକ: ଏପରି ବ୍ୟକ୍ତି ପାରଦର୍ଶୀ ହୋଇଥାନ୍ତି। ବିଶେଷ କରି ମହିଳାମାନଙ୍କଠାରେ ଏହି ଗୁଣ ଦେଖିବାକୁ ମିଳିଥାଏ। ଏମାନେ କୋମଳ, ସଂସ୍କୃତି ପ୍ରିୟ ହେବା ସହ ଧନସମ୍ପତ୍ତିର ପ୍ରତୀକ ହୋଇଥାନ୍ତି। ଏମାନେ ସବୁବେଳେ ସୁଖଶାନ୍ତିରେ ରହିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story