ପତ୍ନୀଙ୍କୁ ନିର୍ଯାତନା ଓ ୱାଇଫ୍‌ ସ୍ୱାପିଂ ଅଭିଯୋଗ, ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ପୁଅ ଗିରଫ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲୋପାମୁଦ୍ରା ମିଶ୍ର ନିର୍ଯାତନା ମାମଲାରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ପୁଅ ସବ୍ୟସାଚୀ ମିଶ୍ରଙ୍କୁ ମହିଳା ଥାନା ପୋଲିସ୍‌ ଗିରଫ କରିଛି। ନିର୍ଯାତନା  ଓ ୱାଇଫ ସ୍ୱାପିଂ ଅଭିଯୋଗରେ ତାଙ୍କୁ ପୋଲିସ୍‌ ଗିରଫ କରିଛି। ୨୦୧୬ ରେ ଲୋପାମୁଦ୍ରା ତାଙ୍କ ଶ୍ୱଶୁର ଶିଳ୍ପତି ତ୍ରୈଲୋକ୍ୟ ମିଶ୍ରଙ୍କ ପରିବାର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏପରିକି ସ୍ୱାମୀ ସବ୍ୟସାଚୀଙ୍କ ବିରୋଧରେ ୱାଇଫ୍‌ ସ୍ୱାପିଂ ଅଭିଯୋଗ ଆଣିଥିଲେ ଲୋପାମୁଦ୍ରା। ତେବେ ଗିରଫ ଏଡାଇବା ପାଇଁ ତ୍ରୈଲୋକ୍ୟ […]

sabyasachi mishra

Rakesh Mallick
  • Published: Friday, 17 March 2017
  • , Updated: 17 March 2017, 07:12 PM IST

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲୋପାମୁଦ୍ରା ମିଶ୍ର ନିର୍ଯାତନା ମାମଲାରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ପୁଅ ସବ୍ୟସାଚୀ ମିଶ୍ରଙ୍କୁ ମହିଳା ଥାନା ପୋଲିସ୍‌ ଗିରଫ କରିଛି। ନିର୍ଯାତନା  ଓ ୱାଇଫ ସ୍ୱାପିଂ ଅଭିଯୋଗରେ ତାଙ୍କୁ ପୋଲିସ୍‌ ଗିରଫ କରିଛି।

୨୦୧୬ ରେ ଲୋପାମୁଦ୍ରା ତାଙ୍କ ଶ୍ୱଶୁର ଶିଳ୍ପତି ତ୍ରୈଲୋକ୍ୟ ମିଶ୍ରଙ୍କ ପରିବାର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏପରିକି ସ୍ୱାମୀ ସବ୍ୟସାଚୀଙ୍କ ବିରୋଧରେ ୱାଇଫ୍‌ ସ୍ୱାପିଂ ଅଭିଯୋଗ ଆଣିଥିଲେ ଲୋପାମୁଦ୍ରା। ତେବେ ଗିରଫ ଏଡାଇବା ପାଇଁ ତ୍ରୈଲୋକ୍ୟ ଓ ତାଙ୍କ ପରିବାର ଲୋକେ କୋର୍ଟରୁ ଆଗୁଆ ଜାମିନ୍‌ ପାଇଥିଲେ। ଏପରିକି ସବ୍ୟସାଚୀ କୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇଥିଲେ। ମାତ୍ର ସୁରକ୍ଷା ଅବଧି ଶେଷ ହେବା ପରେ ଆଜି ତାଙ୍କୁ ପୋଲିସ୍‌ ଗିରଫ କରିଛି।

 

Related story