ମାଲବାହୀ ଟ୍ରେନ୍‌କୁ ପିଟିଲା ଇଞ୍ଜିନ୍‌: ଚାଳକ ମୃତ, ଦୁଇ ଆହତ

ରାଉରକେଲା:ରାଉରକେଲାରେ ଆଜି ଏକ ଟ୍ରେନ୍‌ ଦୁର୍ଘଟଣାରେ ଆସିଷ୍ଟାଣ୍ଟ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ  ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଲବାହୀ ଟ୍ରେନ୍‌ ଟ୍ରାକ୍‌ରେ ଯାଉଥିବା ବେଳେ ପଛରୁ ଏକ ଇଞ୍ଜିନ୍‌ ପିଟି ହୋଇଯାଇଥିଲା। ଫଳରେ ରେଳ ଇଞ୍ଜିନ୍‌ର ଆସିଷ୍ଟାଣ୍ଟ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୨ ଜଣ ଆହତ ହୋଇଥିଲେ।

rourkela

Rakesh Mallick
  • Published: Monday, 12 September 2016
  • , Updated: 12 September 2016, 02:43 PM IST

ରାଉରକେଲା:ରାଉରକେଲାରେ ଆଜି ଏକ ଟ୍ରେନ୍‌ ଦୁର୍ଘଟଣାରେ ଆସିଷ୍ଟାଣ୍ଟ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ  ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମାଲବାହୀ ଟ୍ରେନ୍‌ ଟ୍ରାକ୍‌ରେ ଯାଉଥିବା ବେଳେ ପଛରୁ ଏକ ଇଞ୍ଜିନ୍‌ ପିଟି ହୋଇଯାଇଥିଲା। ଫଳରେ ରେଳ ଇଞ୍ଜିନ୍‌ର ଆସିଷ୍ଟାଣ୍ଟ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୨ ଜଣ ଆହତ ହୋଇଥିଲେ।

Related story