ମାଲକାନଗିରିରେ ଜାପାନୀ ଜ୍ୱର ନେଲା ଆଉ ଦୁଇ ଜୀବନ, ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ଆତଙ୍କ ଜାରି ରହିଛି। ଆଜି ଏଥିରେ ପୁଣି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଏହି ଶିଶୁ ଦ୍ୱୟଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ କୁଡୁମୁଲୁଗୁମ୍ମା ବ୍ଲକ୍ ଅନ୍ତର୍ଗତ କପେଗୁଡ଼ା ଗାଁର  ରଶ୍ମିତା ଖିଲ(୨) ଓ ମାଥିଲି ବ୍ଲକ ସାଲିମ୍‌ ଗାଁର କୁର୍ଚ୍ଚି ଭୂମିଆ(୨)। ଏହି ରୋଗରେ ଏବେ ସୁଦ୍ଧା ୧୨୦ ଜଣ ଶିଶୁଙ୍କ ବୃଦ୍ଧି ଘଟିଲାଣି।

malkangiri

Rakesh Mallick
  • Published: Saturday, 26 November 2016
  • , Updated: 26 November 2016, 03:11 PM IST

Related story