ମାଲକାନଗିରି:ଗୁରୁପ୍ରିୟା ସେତୁ କାମ ତ୍ୱରାନ୍ୱିତ ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର

ମାଲକାନଗିରି: ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରାଙ୍କ ସହ ୩ଜଣିଆ ଟିମ୍ ଆଜି ଗୁରୁପ୍ରିୟା ସେତୁସ୍ଥଳ ପରିଦର୍ଶନ କରିଛନ୍ତି।ଗୁରୁପ୍ରିୟା ସେତୁସ୍ଥଳ ସୁରକ୍ଷା ନେଇ ବିଏସ୍ଏଫ୍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେତୁ କାମ ତ୍ୱରାନ୍ୱିତ କରିବା ପାଇଁ ଉନ୍ନୟନ କମିଶନର ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଉନ୍ନୟନ କମିଶନର ମାଲକାନଗିରି ଜିଲ୍ଲା ମୋଟୁ ପରିଦର୍ଶନ କରିଥିଲେ। ବିଜୟୱାଡା-ରାଞ୍ଚି କରିଡର ପାଇଁ ମୋଟୁରେ ନିର୍ମାଣଧୀନ ପୋଲ ବୁଲି ଦେଖିଥିଲେ।

vlcsnap-2015-09-29-11h48m26s527

Rakesh Mallick
  • Published: Tuesday, 29 September 2015
  • , Updated: 29 September 2015, 12:54 PM IST

Related story