ମାଲକାନଗିରି: ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରିରେ ପୁଣି ମାଓ ତାଣ୍ଡବ। ମାଓବାଦୀମାନେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ଡମୁ ଶିଶା। ସେ ମାଥିଲି ଥାନା ଅନ୍ତର୍ଗତ ମାଡ଼କାପଦର ଗାଁର ବାସିନ୍ଦା। ସେ ସ୍ଥାନୀୟ ସରପଞ୍ଚଙ୍କ ପୁଅ ବୋଲି ଜଣାପଡ଼ିଛି। ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଗତକାଲି ରାତିରେ ତାଙ୍କୁ ହତ୍ୟା କରିଛନ୍ତି। ଗାଁ ମୁଣ୍ଡରେ ତାଙ୍କ ମୃତଦେହ ପଡ଼ିଥିଲା। ଘଟଣାସ୍ଥଳରେ କିଛି ମାଓ ପୋଷ୍ଟର ପଡ଼ିଥିଲା। ତା’ସହିତ ମାଓବାଦୀମାନେ ସେଠାରେ […]

malkangiri

malkangiri

Rakesh Mallick
  • Published: Sunday, 06 September 2015
  • Updated: 06 September 2015, 05:09 AM IST

Sports

Latest News

[caption id="attachment_29960" align="alignleft" width="300"]malkangiri ଘଟଣାସ୍ଥଳରେ ମାଓବାଦୀ ଛାଡ଼ି ଯାଇଥିବା ଚିଠି[/caption]

ମାଲକାନଗିରି: ମାଲକାନଗିରିରେ ପୁଣି ମାଓ ତାଣ୍ଡବ। ମାଓବାଦୀମାନେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ଡମୁ ଶିଶା। ସେ ମାଥିଲି ଥାନା ଅନ୍ତର୍ଗତ ମାଡ଼କାପଦର ଗାଁର ବାସିନ୍ଦା। ସେ ସ୍ଥାନୀୟ ସରପଞ୍ଚଙ୍କ ପୁଅ ବୋଲି ଜଣାପଡ଼ିଛି। ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଗତକାଲି ରାତିରେ ତାଙ୍କୁ ହତ୍ୟା କରିଛନ୍ତି। ଗାଁ ମୁଣ୍ଡରେ ତାଙ୍କ ମୃତଦେହ ପଡ଼ିଥିଲା। ଘଟଣାସ୍ଥଳରେ କିଛି ମାଓ ପୋଷ୍ଟର ପଡ଼ିଥିଲା। ତା’ସହିତ ମାଓବାଦୀମାନେ ସେଠାରେ ଏକ ଚିଠି ଛାଡ଼ି ଯାଇଥିଲେ। ଏଥିରେ ଲେଖାଅଛି ଯେ ଜଡ଼ାପୁଟି ଏନକାଉଣ୍ଟର ଘଟଣା ପାଇଁ ଡମୁ ଶିଶାଙ୍କୁ ହତ୍ୟା କରାଯାଇଛି।

ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀଙ୍କ ବିସ୍ଫୋରଣରେ ୩ଜଣ ବିଏସଏଫ ଯବାନଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଆଉ ୬ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story