ବିକଳାଙ୍ଗ ମାନସିକତା: ମହିଳାଙ୍କୁ ସାହାଯ୍ୟ ନକରି ଦୁଷ୍କର୍ମର ଭିଡ଼ିଓ ସୁଟିଂ କଲେ ଲୋକେ

ମାଲକାନଗିରି: ଦିନ କେଇଟା ପରେ ଭାରତ ତା’ର ୭୧ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହାର ଅବ୍ୟବହିତ ପୂର୍ବରୁ ସଭ୍ୟ ସମାଜରେ ଅସଭ୍ୟ ଘଟଣା ଘଟିଛି। ହାଟରୁ ଫେରୁଥିବା ଜଣେ ମହିଳାଙ୍କୁ ବିଚ୍‌ ରାସ୍ତାରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ହେଲେ ସେହି ରାସ୍ତାରେ ଯାଉଥିବା କେତେକ ନିର୍ଲଜ ବ୍ୟକ୍ତି ଏପରି ଘଟଣାର ପ୍ରତିବାଦ କରିବା ପରିବର୍ତ୍ତେ ନିଜ ନିଜ ମୋବାଇଲରେ ଭିଡିଓ ରେକର୍ଡିଂ କରି ମଜା ନେଇଥିଲେ। ପରେ ଏହି ଭିଡ଼ିଓକୁ ଭାଇରାଲ୍‌ ମଧ୍ୟ କରିଥିଲେ। ଏପରି […]

malkangiri police arrest

malkangiri police arrest

Rakesh Mallick
  • Published: Saturday, 12 August 2017
  • Updated: 12 August 2017, 04:24 PM IST

Sports

Latest News

ମାଲକାନଗିରି: ଦିନ କେଇଟା ପରେ ଭାରତ ତା’ର ୭୧ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହାର ଅବ୍ୟବହିତ ପୂର୍ବରୁ ସଭ୍ୟ ସମାଜରେ ଅସଭ୍ୟ ଘଟଣା ଘଟିଛି। ହାଟରୁ ଫେରୁଥିବା ଜଣେ ମହିଳାଙ୍କୁ ବିଚ୍‌ ରାସ୍ତାରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ହେଲେ ସେହି ରାସ୍ତାରେ ଯାଉଥିବା କେତେକ ନିର୍ଲଜ ବ୍ୟକ୍ତି ଏପରି ଘଟଣାର ପ୍ରତିବାଦ କରିବା ପରିବର୍ତ୍ତେ ନିଜ ନିଜ ମୋବାଇଲରେ ଭିଡିଓ ରେକର୍ଡିଂ କରି ମଜା ନେଇଥିଲେ। ପରେ ଏହି ଭିଡ଼ିଓକୁ ଭାଇରାଲ୍‌ ମଧ୍ୟ କରିଥିଲେ। ଏପରି ଅଭାବନୀୟ ଘଟଣା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଘଟିଛି। ଆଜି ସକାଳେ ଏନେଇ ପୀଡ଼ିତା ମହିଳା ମାଲକାନଗିରି ସଦର ଥାନାରେ ଅଭିଯୋଗ କରିଛନ୍ତି।

ଗତ ୯ ତାରିଖ ଦିନ ପୀଡ଼ିତା ମହିଳା ଜଣକ ହାଟକୁ ଯାଇଥିଲେ। ହାଟରୁ ସଉଦା କରି ଘରକୁ ଫେରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ପ୍ରଥମେ ଅଟକାଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ମହିଳା ଜଣକ ପ୍ରତିବାଦ କରିବାରୁ ସେ ପ୍ରଥମେ ଚାପୁଡ଼ ମାରିଥିଲେ। ପରେ ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଦିନ ଦ୍ୱି’ପ୍ରହରରେ ଏପରି ଘଟଣା ଘଟିଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ। ବରଂ ସେହି ରାସ୍ତାରେ ଯାଉଥିବା ଲୋକେ ନିଜ ନିଜ ମୋବାଇଲରେ ଦୁଷ୍କର୍ମର ଦୃଶ୍ୟର ଭିଡ଼ିଓ ରେକର୍ଡିଂ କରିଥିଲେ।

ଏନେଇ ଅଭିଯୋଗ ହେବା ପରେ ମାଲକାନଗିରି ଏସ୍‌ଡିପିଓ ପ୍ରତୀକ ଗୀତା ସିଂଙ୍କ ନେତୃତ୍ୱରେ ଏକ ଟିମ୍‌ ଆଡ଼ମା ଉଡୁପାଙ୍କୁ ଗିରଫ କରିଛି। ଏହାଛଡ଼ା ପୀଡ଼ିତା ଓ ଗାଁ ଲୋକଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଛତିଶଗଡ଼ ପଳାଇ ଯାଉଥିବା ବେଳେ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ଓ ନାରୀ ଶିକ୍ଷା ପ୍ରତି ଆମ ସରକାର ବିଶେଷ ଧ୍ୟାନ ଦେଉଛନ୍ତି। ଏହା ସତ୍ତ୍ୱେ ଦିନ ଦ୍ୱ’ପ୍ରହରରେ ନାରୀ ନିଜକୁ ସୁରକ୍ଷିଣ ମଣୁନାହିଁ। ରାତି କଥା ଛାଡ଼ନ୍ତୁ। ଯେଉଁ ଦୁନିଆ ନାରୀ ଦିନଦ୍ୱ’ପ୍ରହରରେ ସୁରକ୍ଷିତ ନୁହଁନ୍ତି ସେଠି ରାଜ୍ୟ ସରକାରଙ୍କ ଏହି ଯୋଜନା କାହାପାଇଁ?।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story