ମାଲକାନଗିରି ଏସପିଙ୍କ ନିକଟରେ ୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ଆଜି ୩ ଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଏହି ମାଓବାଦୀମାନେ ହେଲେ ମୁକା କୁଞ୍ଜାମି, ମୁକୁନ୍ଦ ସୋଡି ଓ ମୁରୁଦା କୁଞ୍ଜାମି। ମୁକା ଓ ମୁକୁନ୍ଦଙ୍କ ନାଁରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା। ତା’ସହ ଉଭୟଙ୍କ ନାଁରେ ୨୦ରୁ ଅଧିକ ମାମଲା ରହିଛି। ଏହି ମାଓବାଦୀମାନେ ପଡିଆ ଦଳମର ସଦସ୍ୟ। ଆଦିବାସୀଙ୍କ ଉପରେ ମାଓ ସଂଗଠନର ଅତ୍ୟାଚାରରେ ଅତିଷ୍ଠ ହୋଇ ସେମାନେ ସଂଗଠନ ଛାଡିଥିବା ଆତ୍ମ […]

mao

mao

Rakesh Mallick
  • Published: Saturday, 05 September 2015
  • Updated: 05 September 2015, 08:41 AM IST

Sports

Latest News

mao

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ଆଜି ୩ ଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଏହି ମାଓବାଦୀମାନେ ହେଲେ ମୁକା କୁଞ୍ଜାମି, ମୁକୁନ୍ଦ ସୋଡି ଓ ମୁରୁଦା କୁଞ୍ଜାମି। ମୁକା ଓ ମୁକୁନ୍ଦଙ୍କ ନାଁରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା। ତା’ସହ ଉଭୟଙ୍କ ନାଁରେ ୨୦ରୁ ଅଧିକ ମାମଲା ରହିଛି। ଏହି ମାଓବାଦୀମାନେ ପଡିଆ ଦଳମର ସଦସ୍ୟ। ଆଦିବାସୀଙ୍କ ଉପରେ ମାଓ ସଂଗଠନର ଅତ୍ୟାଚାରରେ ଅତିଷ୍ଠ ହୋଇ ସେମାନେ ସଂଗଠନ ଛାଡିଥିବା ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story