ମହାନଦୀ ଜଳ ବିବାଦ: ଢେଙ୍କାନାଳରେ ବିଜେଡିର ସମାବେଶ

ଢେଙ୍କାନାଳ: ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପ ନିର୍ମଣକୁ ବିରୋଧ କରି ଆଜି ଢେଙ୍କାନାଳରେ ବିଜେଡି ପ୍ରତିବାଦ ସମାବେଶ କରିଛି। ଏଥିର ମନ୍ତ୍ରୀ ସଞ୍ଜୟ ଦାସବର୍ମା,  ପ୍ରଫୁଲ୍ଲ ମଲ୍ଲିକ ଓ ଦଳର ବହୁ ବରିଷ୍ଠ ନେତା ଯୋଗଦେଇ ଛତିଶଗଡ଼ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ସମାବେଶ ପୂର୍ବରୁ ପୋଲିସ୍ ପୂର୍ବତନ ସାଂସଦ ତଥା ବିଜେପି ନେତା ରୁଦ୍ର ନାରାୟଣ ପାଣି ଓ କାଉନ୍‌ସିଲର୍‌ଙ୍କ ସମେତ ୫୦ରୁ ଅଧିକ କର୍ମୀଙ୍କୁ ଅଟକ ରଖିଛି। ସୁରକ୍ଷା ଦୃଷ୍ଟିରୁ ସହରରେ ୭ ପ୍ଲାଟୁନ୍‌ […]

dkl

Rakesh Mallick
  • Published: Tuesday, 02 August 2016
  • , Updated: 02 August 2016, 03:03 PM IST

ଢେଙ୍କାନାଳ: ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପ ନିର୍ମଣକୁ ବିରୋଧ କରି ଆଜି ଢେଙ୍କାନାଳରେ ବିଜେଡି ପ୍ରତିବାଦ ସମାବେଶ କରିଛି। ଏଥିର ମନ୍ତ୍ରୀ ସଞ୍ଜୟ ଦାସବର୍ମା,  ପ୍ରଫୁଲ୍ଲ ମଲ୍ଲିକ ଓ ଦଳର ବହୁ ବରିଷ୍ଠ ନେତା ଯୋଗଦେଇ ଛତିଶଗଡ଼ ସରକାରଙ୍କ ବିରୋଧରେ ବର୍ଷିଛନ୍ତି।

ସମାବେଶ ପୂର୍ବରୁ ପୋଲିସ୍ ପୂର୍ବତନ ସାଂସଦ ତଥା ବିଜେପି ନେତା ରୁଦ୍ର ନାରାୟଣ ପାଣି ଓ କାଉନ୍‌ସିଲର୍‌ଙ୍କ ସମେତ ୫୦ରୁ ଅଧିକ କର୍ମୀଙ୍କୁ ଅଟକ ରଖିଛି। ସୁରକ୍ଷା ଦୃଷ୍ଟିରୁ ସହରରେ ୭ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

Related story