ପୋଲିସ୍ ଇନଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ଟେକିନେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ମହୁପଦର ଗାଁର ୨ ଜଣ ଗ୍ରାମବାସୀଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି।  ପୋଲିସ୍ ଇନଫର୍ମର ସନ୍ଦେହରେ ସେମାନଙ୍କୁ ଅପହରଣ କରାଯାଇଥିବା ଆଶଙ୍କା କରାଯାଉଛି। ତେବେ ଅପହର୍ତ୍ତାମାନେ ପୋଲିସ୍ ପୋଷାକ ପିନ୍ଧି ଗାଁକୁ ଆସିଥିବା କୁହାଯାଉଛି।

maoist

Rakesh Mallick
  • Published: Sunday, 21 May 2017
  • , Updated: 21 May 2017, 02:15 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ମହୁପଦର ଗାଁର ୨ ଜଣ ଗ୍ରାମବାସୀଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି।  ପୋଲିସ୍ ଇନଫର୍ମର ସନ୍ଦେହରେ ସେମାନଙ୍କୁ ଅପହରଣ କରାଯାଇଥିବା ଆଶଙ୍କା କରାଯାଉଛି।

ତେବେ ଅପହର୍ତ୍ତାମାନେ ପୋଲିସ୍ ପୋଷାକ ପିନ୍ଧି ଗାଁକୁ ଆସିଥିବା କୁହାଯାଉଛି।

Related story