ରାସ୍ତା ନିର୍ମାଣକୁ ବିରୋଧ: ଟ୍ରାକ୍ଟର, ବାଇକ ଜାଳି ଦେଲେ ମାଓବାଦୀ

Ordigital Desk
  • Published: Sunday, 05 November 2017
  • , Updated: 05 November 2017, 09:06 AM IST
<p>ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରର ମେଲକୋଜବାରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ରାସ୍ତା ନିର୍ମାଣକୁ ବିରୋଧ କରି ୨ଟି ଟ୍ରାକ୍ଟର ଓ ୩ଟି ବାଇକ୍ ଜାଳି ଦେଇଛନ୍ତି।</p> <p>ମେଲକୋଜବା-ନିୟମଗିରି ରାସ୍ତା ନିର୍ମାଣକୁ ବିରୋଧ କରି ମାଓବାଦୀମାନେ ଏପରି ଲଙ୍କାକାଣ୍ଡ ଘଟାଇଥିବା କୁହାଯାଉଛି।</p>

Related story