ରାନସମ୍‌ୱେର ଭାଇରସ୍ ପାଇଁ ଆତଙ୍କିତ କି? ପଢ଼ନ୍ତୁ କ’ଣ କରିବେ, କ’ଣ ନ କରିବେ; ମାଇକ୍ରୋସଫ୍ଟ ଦେଇଛି ପରାମର୍ଶ

ଓ୍ୱିଣ୍ଡୋ ଅପରେଟିଂ ସିଷ୍ଟମ ବ୍ୟବହାର କରୁଥିବା ଓ ରାନସୱେର ଭାଇରସ୍ ଦ୍ୱାରା ପ୍ରଭାବିତ ହୋଇ ନ ଥିବା କଂପ୍ୟୁଟର ଗୁଡ଼ିକ ପାଇଁ ମାଇକ୍ରୋସଫ୍ଟ ପକ୍ଷରୁ କେତେକ ପରାମର୍ଶ ଦିଆଯାଇଛି।  ସେଗୁଡିକ ହେଲା… ୧-ଗୁରୁତ୍ୱପୂର୍ଣ୍ଣ ଡାଟାକୁ ଅନ୍ୟ ଏକ ହାର୍ଡ ଡ୍ରାଇଭ୍‌କୁ ନେଇଯାଅାନ୍ତୁ ଓ ଏହାକୁ ଅଫ୍‌ଲାଇନ୍ ରଖନ୍ତୁ। ୨-ଅଜଣା ଓ ସନ୍ଦେହଜନକଙ୍କ ବ୍ୟକ୍ତି ପଠାଇଥିବା ଇମେଲ ଅାଟାଚମେଣ୍ଟ ଖୋଲନ୍ତୁ ନାହିଁ। ୩-ନେଟ୍ଓ୍ୱର୍କରେ ୱେବ୍  ଓ ଇ-ମେଲ୍‌ ଫିଲଟର ଲଗାନ୍ତୁ। ୪-ଅାଣ୍ଟି ଭାଇରସ୍ ସଫ୍ଟୱେରକୁ ଅପ୍‌ଡେଟ୍ କରନ୍ତୁ। ୫-ଅପରେଟିଂ ସିଷ୍ଟମକୁ […]

system

Rakesh Mallick
  • Published: Wednesday, 17 May 2017
  • , Updated: 17 May 2017, 01:29 PM IST

ଓ୍ୱିଣ୍ଡୋ ଅପରେଟିଂ ସିଷ୍ଟମ ବ୍ୟବହାର କରୁଥିବା ଓ ରାନସୱେର ଭାଇରସ୍ ଦ୍ୱାରା ପ୍ରଭାବିତ ହୋଇ ନ ଥିବା କଂପ୍ୟୁଟର ଗୁଡ଼ିକ ପାଇଁ ମାଇକ୍ରୋସଫ୍ଟ ପକ୍ଷରୁ କେତେକ ପରାମର୍ଶ ଦିଆଯାଇଛି।  ସେଗୁଡିକ ହେଲା...
୧-ଗୁରୁତ୍ୱପୂର୍ଣ୍ଣ ଡାଟାକୁ ଅନ୍ୟ ଏକ ହାର୍ଡ ଡ୍ରାଇଭ୍‌କୁ ନେଇଯାଅାନ୍ତୁ ଓ ଏହାକୁ ଅଫ୍‌ଲାଇନ୍ ରଖନ୍ତୁ।

୨-ଅଜଣା ଓ ସନ୍ଦେହଜନକଙ୍କ ବ୍ୟକ୍ତି ପଠାଇଥିବା ଇମେଲ ଅାଟାଚମେଣ୍ଟ ଖୋଲନ୍ତୁ ନାହିଁ।
୩-ନେଟ୍ଓ୍ୱର୍କରେ ୱେବ୍  ଓ ଇ-ମେଲ୍‌ ଫିଲଟର ଲଗାନ୍ତୁ।
୪-ଅାଣ୍ଟି ଭାଇରସ୍ ସଫ୍ଟୱେରକୁ ଅପ୍‌ଡେଟ୍ କରନ୍ତୁ।
୫-ଅପରେଟିଂ ସିଷ୍ଟମକୁ ଥାର୍ଡ ପାର୍ଟି ଅାପ୍ଲିକେସନ ଭାବେ ରଖନ୍ତ॥
୬-ୱେବ୍‌ସାଇଟ୍‌ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
୭-ରିମୋର୍ଟ ଡେକ୍ସଟପ୍ କନେକ୍ସନକୁ ଡିଜାବଲ୍ କରି ଦିଅନ୍ତୁ।
୮-ନିୟମ ଅନୁୟାୟୀ ୱାର୍କଷ୍ଟେସନରେ ପର୍ସନାଲ ଫାୟାରଓ୍ୱାଲ୍‌କ କାର୍ଯ୍ୟକ୍ଷମ କରନ୍ତୁ।
www.technet.microsoft.com/library/security/ms17-010 ୱେବସାଇଟ୍‌ରେ ଏହି ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ହେଉଛି।

Related story