ତ୍ଵଚା ଚମକାଇବ କଞ୍ଚା କ୍ଷୀର: ଜାଣନ୍ତୁ ଲଗାଇବାର ଉପାୟ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଯୁବପିଢୀଙ୍କର ସବୁଠୁ ବଡ ଚିନ୍ତା କେମିତି ସୁନ୍ଦର ଦିଶିବେ । ଏଥିପାଇଁ ତ୍ଵଚାରେ ଉଜ୍ଵଳତା ରହିବା ଦରକାର। ବୟସ ବଢିବା ସଙ୍ଗେ ସଙ୍ଗେ ତ୍ଵଚାର ଚମକ କମିବାର ଦେଖାଯାଏ। ତେଣୁ ଏହାର ଚମକକୁ ସେମିତି ସତେଜ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟକୁ ବ୍ୟବହାର କରିଥାଉ। ବିଶ୍ୱସ ଥାଏ ଏହି ବିୟୁଟି ପ୍ରଡକ୍ଟ ତ୍ଵଚାର ଚମକ ଫେରାଇ ଆଣିବ, କିନ୍ତୁ ପରିଣତି ହେଇଥାଏ ଓଲଟା। କେମିକାଲ ପ୍ରଡକ୍ଟର ବ୍ୟବହାର ଆମ ତ୍ଵଚାକୁ ଆହୁରି ଖରାପ କରିଦେଇଥାଏ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ତ୍ଵଚାର ଚମକ ଫେରାଇ ଆଣିବା ପାଇଁ ଓ ମୁହଁରେ ରହିଥିବା ବ୍ରଣର ଦାଗକୁ କମାଇବା ପାଇଁ ଏକ ଘରୋଇ ଉପାୟ ରହିଛି। ସକାଳୁ ଉଠିବା ମାତ୍ରେ କଞ୍ଚା କ୍ଷୀରରେ ଫ।ଳେ ଲେମ୍ବୁ ଚିପୁଡି ମାସେ ପର୍ଯ୍ୟନ୍ତ ଏହାକୁ ମୁହଁରେ ଲଗାନ୍ତୁ। ଲଗାତାର ମାସେ ଲଗାଇବା ପରେ ଦେଖିବେ ଆପଣଙ୍କ ମୁହଁରୁ ସବୁ କଳାଦାଗ ଦୂର ହୋଇଯିବ ଓ ମୁହଁ ପୂର୍ବ ପରି ଚମ୍&zwnj;କିବା ଆରମ୍ଭ କରିବ। ଯୋଗମାଳା ବହିରେ ତ୍ଵଚା ଚମକାଇବାର ଏହି ଉପାୟ ବିଶୟରେ ବର୍ଣ୍ଣନା କରାଯାଇଛି।</p>

Ordigital Desk
  • Published: Thursday, 19 October 2017
  • Updated: 19 October 2017, 01:01 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଯୁବପିଢୀଙ୍କର ସବୁଠୁ ବଡ ଚିନ୍ତା କେମିତି ସୁନ୍ଦର ଦିଶିବେ । ଏଥିପାଇଁ ତ୍ଵଚାରେ ଉଜ୍ଵଳତା ରହିବା ଦରକାର। ବୟସ ବଢିବା ସଙ୍ଗେ ସଙ୍ଗେ ତ୍ଵଚାର ଚମକ କମିବାର ଦେଖାଯାଏ। ତେଣୁ ଏହାର ଚମକକୁ ସେମିତି ସତେଜ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟକୁ ବ୍ୟବହାର କରିଥାଉ। ବିଶ୍ୱସ ଥାଏ ଏହି ବିୟୁଟି ପ୍ରଡକ୍ଟ ତ୍ଵଚାର ଚମକ ଫେରାଇ ଆଣିବ, କିନ୍ତୁ ପରିଣତି ହେଇଥାଏ ଓଲଟା। କେମିକାଲ ପ୍ରଡକ୍ଟର ବ୍ୟବହାର ଆମ ତ୍ଵଚାକୁ ଆହୁରି ଖରାପ କରିଦେଇଥାଏ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ତ୍ଵଚାର ଚମକ ଫେରାଇ ଆଣିବା ପାଇଁ ଓ ମୁହଁରେ ରହିଥିବା ବ୍ରଣର ଦାଗକୁ କମାଇବା ପାଇଁ ଏକ ଘରୋଇ ଉପାୟ ରହିଛି। ସକାଳୁ ଉଠିବା ମାତ୍ରେ କଞ୍ଚା କ୍ଷୀରରେ ଫ।ଳେ ଲେମ୍ବୁ ଚିପୁଡି ମାସେ ପର୍ଯ୍ୟନ୍ତ ଏହାକୁ ମୁହଁରେ ଲଗାନ୍ତୁ। ଲଗାତାର ମାସେ ଲଗାଇବା ପରେ ଦେଖିବେ ଆପଣଙ୍କ ମୁହଁରୁ ସବୁ କଳାଦାଗ ଦୂର ହୋଇଯିବ ଓ ମୁହଁ ପୂର୍ବ ପରି ଚମ୍&zwnj;କିବା ଆରମ୍ଭ କରିବ। ଯୋଗମାଳା ବହିରେ ତ୍ଵଚା ଚମକାଇବାର ଏହି ଉପାୟ ବିଶୟରେ ବର୍ଣ୍ଣନା କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos