ମୁଖ୍ୟମନ୍ତ୍ରୀଙ୍କ ସଭାରେ ଯୋଗ ନ ଦେବାକୁ ବୈଜୟନ୍ତଙ୍କୁ ଧମକ

ଭୁବନେଶ୍ୱର: ମହାକାଳପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତଙ୍କୁ ଧମକ ଦିଆଯାଇଛି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଅତୁନଙ୍କ ସମର୍ଥକମାନେ ଏହି ଧମକ ଦେଇଛନ୍ତି। ସାଂସଦ ପଣ୍ଡା ଆଜି ଟ୍ୱିଟ୍‌ କରି ଏହା କହିଛନ୍ତି। ସେ କହିଛନ୍ତି, “ମୁଁ ଗୁଣ୍ଡାଙ୍କୁ ଭୟ କରେନାହିଁ। ମୁଁ ସଭାକୁ ଯିବି। ସେମାନଙ୍କୁ ନିୟନ୍ତ୍ରଣ କରିବା ପୋଲିସର କାମ। ନିକଟରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେତାଙ୍କ ସମର୍ଥକ ଏହି ଧମକ ଦେଇଛନ୍ତି।”

bbbb

Rakesh Mallick
  • Published: Tuesday, 08 November 2016
  • , Updated: 08 November 2016, 02:18 PM IST

ଭୁବନେଶ୍ୱର: ମହାକାଳପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତଙ୍କୁ ଧମକ ଦିଆଯାଇଛି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଅତୁନଙ୍କ ସମର୍ଥକମାନେ ଏହି ଧମକ ଦେଇଛନ୍ତି। ସାଂସଦ ପଣ୍ଡା ଆଜି ଟ୍ୱିଟ୍‌ କରି ଏହା କହିଛନ୍ତି।

ସେ କହିଛନ୍ତି, “ମୁଁ ଗୁଣ୍ଡାଙ୍କୁ ଭୟ କରେନାହିଁ। ମୁଁ ସଭାକୁ ଯିବି। ସେମାନଙ୍କୁ ନିୟନ୍ତ୍ରଣ କରିବା ପୋଲିସର କାମ। ନିକଟରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେତାଙ୍କ ସମର୍ଥକ ଏହି ଧମକ ଦେଇଛନ୍ତି।”

Related story