ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ

ଭୁବନେଶ୍ୱର: ପରେ କେନ୍ଦ୍ର ଶକ୍ତିମନ୍ତ୍ରୀ ପିୟୁଷ ଗୋୟଲ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ସେ ଗତକାଲି  ଅନୁଗୋଳ ଜିଲ୍ଲା କଣିହାଁଠାରେ ଉଦଘାଟନ କରିଥିବା ସ୍କିଲ ଡେଭଲପମେଣ୍ଟ ସେଣ୍ଟର ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ସହ ରାଜ୍ୟ ସରକାର ବିଭିନ୍ନ ଯୋଜନାଗୁଡ଼ିକୁ ତ୍ୱରାନ୍ୱିତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ପୀୟୂଷ କହିଥିଲେ ଯେ ଓଡ଼ିଶାରେ ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନେଇ କଥାବାର୍ତ୍ତା କରାଯାଇଥିଲା। ରାଜ୍ୟରେ ପ୍ରାୟ ସାଢ଼େ […]

naveenpiyush

naveenpiyush

Rakesh Mallick
  • Published: Friday, 04 September 2015
  • Updated: 04 September 2015, 09:14 AM IST

Sports

Latest News

naveenpiyushଭୁବନେଶ୍ୱର: ପରେ କେନ୍ଦ୍ର ଶକ୍ତିମନ୍ତ୍ରୀ ପିୟୁଷ ଗୋୟଲ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ସେ ଗତକାଲି  ଅନୁଗୋଳ ଜିଲ୍ଲା କଣିହାଁଠାରେ ଉଦଘାଟନ କରିଥିବା ସ୍କିଲ ଡେଭଲପମେଣ୍ଟ ସେଣ୍ଟର ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ସହ ରାଜ୍ୟ ସରକାର ବିଭିନ୍ନ ଯୋଜନାଗୁଡ଼ିକୁ ତ୍ୱରାନ୍ୱିତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ପୀୟୂଷ କହିଥିଲେ ଯେ ଓଡ଼ିଶାରେ ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନେଇ କଥାବାର୍ତ୍ତା କରାଯାଇଥିଲା। ରାଜ୍ୟରେ ପ୍ରାୟ ସାଢ଼େ ୩ ହଜାର ଗାଁରେ ବିଦ୍ୟୁତ୍ ସଂଯୋଗ ହୋଇନାହିଁ। ସେଗୁଡ଼ିକୁ ଦେଢ଼ ବର୍ଷ ଭିତରେ ବିଦ୍ୟୁତ୍ ସଂଯୋଗ କରାଯିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ସେହିପରି ତାଳଚେରରେ କୋଇଲା ପରିବହନକୁ ଉନ୍ନତ କରିବା ପାଇଁ ଏକ ରେଳ ନେଟୱର୍କ ବ୍ୟବସ୍ଥା କରାଯିବା ଉପରେ ଆଲୋଚନା ହୋଇଥିଲା। ଏହି ରେଳ ନେଟୱର୍କ ସହଭାଗୀତା ଭିତ୍ତିରେ କରାଯିବ। ଏହା ସହିତ ସେ କହିଥିଲେ ଯେ ତାଳଚେରରେ ବର୍ତ୍ତମାନ କୋଇଲା ଉତ୍ପାଦନ ୭୫ ମିଲିୟନ ଟନ୍ ରହିଛି। ଏହାକୁ ୩୦୦ ମିଲିୟନ ଟନ୍ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟରେ ସାକ୍ଷାତ କରିବା ପୂର୍ବରୁ କେନ୍ଦ୍ର କୋଇଲା ଓ ଶକ୍ତି ମନ୍ତ୍ରୀ ପୀୟୂଷ ଗୋୟଲ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ କହିଥିଲେ ଯେ କୋଇଲା କ୍ଷେତ୍ରରୁ ଇ-ନିଲାମୀ ମାଧ୍ୟମରେ ଆଗାମୀ ଦିନରେ ଓଡ଼ିଶାକୁ ୪୫ ହଜାର କୋଟି ଟଙ୍କ। ମିଳିବ। ଏହି ଅର୍ଥକୁ ରାଜ୍ୟ ସରକାର ଓଡ଼ିଶାର ବିକାଶ ପାଇଁ ବ୍ୟବହାର କରିପାରିବେ। ଓଡ଼ିଶାରେ ଆଗାମୀ ଦିନରେ ୮ଟି ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story