ଜନ୍ମଦିନରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏସବୁ କାର୍ଯ୍ୟ

ଜନ୍ମଦିନକୁ ନେଇ ପ୍ରାୟ ସମସ୍ତଙ୍କ ମନରେ କ୍ରେଜ୍‌ ଦେଖିବାକୁ ମିଳେ। ଏହି ଦିନକୁ ଖାସ୍‌ କରିବା ପାଇଁ ସମସ୍ତେ ଚାହାଁନ୍ତି। ଏଥିପାଇଁ ପୂର୍ବରୁ ପ୍ରସ୍ତୁତି ମଧ୍ୟ କରନ୍ତି। କୁହାଯାଏ ଜନ୍ମଦିନରୁ ବର୍ଷେ ପର୍ଯ୍ୟନ୍ତ କୁଣ୍ଡଳୀ ତିଆରି ହୋଇଥାଏ। ଏହି ଦିନ ଭଲରେ କାଟିଲେ ବର୍ଷସାରା ଭଲରେ କଟିଥାଏ ବୋଲି ବିଶ୍ୱାସ କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି କାମ ବିଷୟରେ କୁହାଯାଇଛି ଯେଉଁଗୁଡ଼ିକୁ ଜନ୍ମଦିନରେ କରିବା ଦ୍ୱାରା ଗ୍ରହର ଖରାପ ପ୍ରଭାବ ପଡ଼ିଥାଏ। ଆସନ୍ତୁ ଜାଣିବା ଏହି […]

BIRTHDAY

BIRTHDAY

Rakesh Mallick
  • Published: Wednesday, 15 November 2017
  • Updated: 16 November 2017, 10:32 PM IST

Sports

Latest News

ଜନ୍ମଦିନକୁ ନେଇ ପ୍ରାୟ ସମସ୍ତଙ୍କ ମନରେ କ୍ରେଜ୍‌ ଦେଖିବାକୁ ମିଳେ। ଏହି ଦିନକୁ ଖାସ୍‌ କରିବା ପାଇଁ ସମସ୍ତେ ଚାହାଁନ୍ତି। ଏଥିପାଇଁ ପୂର୍ବରୁ ପ୍ରସ୍ତୁତି ମଧ୍ୟ କରନ୍ତି। କୁହାଯାଏ ଜନ୍ମଦିନରୁ ବର୍ଷେ ପର୍ଯ୍ୟନ୍ତ କୁଣ୍ଡଳୀ ତିଆରି ହୋଇଥାଏ। ଏହି ଦିନ ଭଲରେ କାଟିଲେ ବର୍ଷସାରା ଭଲରେ କଟିଥାଏ ବୋଲି ବିଶ୍ୱାସ କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି କାମ ବିଷୟରେ କୁହାଯାଇଛି ଯେଉଁଗୁଡ଼ିକୁ ଜନ୍ମଦିନରେ କରିବା ଦ୍ୱାରା ଗ୍ରହର ଖରାପ ପ୍ରଭାବ ପଡ଼ିଥାଏ। ଆସନ୍ତୁ ଜାଣିବା ଏହି ଦିନ କେଉଁ ସବୁ କାର୍ଯ୍ୟ କରିବେ ନାହିଁ।

- ଅଧିକାଶଂ ଜନ୍ମଦିନରେ ଅଧିକ ସ୍ମାର୍ଟ ଓ ସ୍ପେଶାଲ ଦେଖାଯିବା ଚକ୍କରରେ ଚୁଟି କାଟିଥାନ୍ତି । ତେବେ  ଏହି ଦିନ ଚୁଟି କାଟିବା ଅଶୁଭ ହୋଇଥାଏ। ଏହି ଦିନ ନଖ କାଟିବା ମଧ୍ୟ ଅନୁଚିତ । ଏହି ଦିନ ନଖ କିମ୍ୱା ଚୁଟି କାଟିଲେ ଆୟୁଷ କମିଯାଏ ବୋଲି କୁହାଯାଏ।

- ଜନ୍ମଦିନ ପାର୍ଟିରେ ଅନେକ ଲୋକ ମଦ ପିଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମଦିନ ଦିନ ମଦ ପିଇଲେ ଶନିଦେବ ରୁଷ୍ଟ ହୋଇଥାନ୍ତି।

ଆହୁରି ମଧ୍ୟ ପଢନ୍ତୁ: ବନ୍ଧୁଙ୍କ ଘରର ବାସ୍ତୁ ପୂଜାକୁ ଯାଉଛନ୍ତି କି? ଜାଣନ୍ତୁ କେଉଁ ଉପହାର ଦେଲେ ଆପଣଙ୍କ ଲାଗି ଶୁଭ ହୋଇପାରେ

- ଜନ୍ମଦିନର ମଜା ଉଠାଇବା ପାଇଁ କୌଣସି ଜୀବର ହତ୍ୟା କରନ୍ତୁ ନାହିଁ ଏବଂ ମାଂସ ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଅଭିଶାପ ମିଳିଥାଏ ଏବଂ ଶାରିରୀକ ଓ ମାନସିକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ।

- ଭୁଲ୍‌ରେ ମଧ୍ୟ ନିଜ ଜନ୍ମଦିନରେ କାହାର ଅପମାନ କରନ୍ତୁ ନାହିଁ।

କ’ଣ କଲେ ଭଲ ଫଳ ମିଳେ ଜାଣନ୍ତୁ  

- ଏହି ଦିନ ସନ୍ୟାଷୀ ଓ ଭିକାରୀଙ୍କୁ  ଦାନ କରନ୍ତୁ। ଏପରି କଲେ ଆୟୁଷ ବଢ଼ିଥାଏ।

- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରିବା ଶୁଭ । ଏହି ଦିନ ଗରମ ପାଣିରେ ଗାଧାନ୍ତୁ ନାହିଁ।

- ଏହି ଦିନ ମା, ବାପା ଓ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story