ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏସବୁ ଜିନିଷର ଦାନ: ହୋଇଯିବେ କାଙ୍ଗାଳ!

ହିନ୍ଦୁ ଧର୍ମରେ ଦାନର ବିଶେଷ ମହତ୍ତ୍ୱ ରହିଛି। ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ଯେଉଁ ବ୍ୟକ୍ତି ତା ଜୀବନରେ ଦାନ ଧର୍ମ କରିଥାଏ, ତା’ର ସମସ୍ତ ପାପ ଧୋଇ ହୋଇଯାଏ ଏବଂ ବହୁତ ପୁଣ୍ୟ ଅର୍ଜନ କରିଥାଏ। କିନ୍ତୁ କେବଳ ଲାଭ ମିଳିବା ଆଶାରେ ଦାନ କରିବାର କୌଣସି ମହତ୍ତ୍ୱ ରହି ନଥାଏ। ଦାନ ସବୁବେଳେ ନିଃସ୍ୱାର୍ଥପର ଭାବେ କରିବା ଉଚିତ। ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟାସ୍ତ ପରେ କିଛି ବସ୍ତୁର ଦାନ କରିବା ଦ୍ୱାରା ଅନେକ କ୍ଷତି […]

sunset

sunset

Rakesh Mallick
  • Published: Thursday, 25 January 2018
  • Updated: 25 January 2018, 12:25 PM IST

Sports

Latest News

ହିନ୍ଦୁ ଧର୍ମରେ ଦାନର ବିଶେଷ ମହତ୍ତ୍ୱ ରହିଛି। ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ଯେଉଁ ବ୍ୟକ୍ତି ତା ଜୀବନରେ ଦାନ ଧର୍ମ କରିଥାଏ, ତା’ର ସମସ୍ତ ପାପ ଧୋଇ ହୋଇଯାଏ ଏବଂ ବହୁତ ପୁଣ୍ୟ ଅର୍ଜନ କରିଥାଏ। କିନ୍ତୁ କେବଳ ଲାଭ ମିଳିବା ଆଶାରେ ଦାନ କରିବାର କୌଣସି ମହତ୍ତ୍ୱ ରହି ନଥାଏ। ଦାନ ସବୁବେଳେ ନିଃସ୍ୱାର୍ଥପର ଭାବେ କରିବା ଉଚିତ। ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟାସ୍ତ ପରେ କିଛି ବସ୍ତୁର ଦାନ କରିବା ଦ୍ୱାରା ଅନେକ କ୍ଷତି ହୋଇଥାଏ। ଏପରିକି ଆପଣ କାଙ୍ଗାଳ ମଧ୍ୟ ହୋଇପାରନ୍ତି। ଆସନ୍ତୁ ଜାଣିବା ସେବି ବସ୍ତୁ ଗୁଡ଼ିକ କ’ଣ?

୧) ଟଙ୍କା- ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟାସ୍ତ ପରେ କାହାକୁ ଟଙ୍କା ଦେବା ଉଚିତ ନୁହେଁ। ଶାସ୍ତ୍ର ଅନୁଯାୟୀ ସନ୍ଧ୍ୟା ସମୟରେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ତେଣୁ ଏହି ସମୟରେ ଆପଣ କାହାକୁ ଟଙ୍କା ଦେଲେ ଲକ୍ଷ୍ମୀ ଆପଣଙ୍କ ଘରୁ ଅନ୍ୟର ଘରକୁ ଚାଲିଯାଆନ୍ତି। ତେଣୁ ସନ୍ଧ୍ୟା ସମୟରେ ଯଦି ଆପଣଙ୍କୁ କେହି ଟଙ୍କା ମାଗୁଛନ୍ତି ତା’ହେଲେ ତାଙ୍କୁ ସକାଳେ ଦେବାକୁ ଚେଷ୍ଟା କରନ୍ତୁ।

୨) କ୍ଷୀର- ସୂର୍ଯ୍ୟାସ୍ତ ପରେ କେବେ ହେଲେ କ୍ଷୀର ଦାନ କରନ୍ତୁ ନାହିଁ। ଶାସ୍ତ୍ର ଅନୁଯାୟୀ କ୍ଷୀର ଉଭୟ ସୂର୍ଯ୍ୟ ଓ ଚନ୍ଦ୍ର ସହ ଜଡ଼ିତ। କୁହାଯାଏ ଯେ ସନ୍ଧ୍ୟାବେଳେ କିମ୍ବା ରାତିରେ କ୍ଷୀର ଦାନ କରିବା ଦ୍ୱାରା ଲକ୍ଷ୍ମୀ ଓ ବିଷ୍ଣୁ ଦୁଇ ଜଣ ରାଗି ଯାଆନ୍ତି। ତେଣୁ ଧନ ହାନି ହେବା ସହ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ।

୩) ଦହି- ଜ୍ୟୋତିଷଙ୍କ ଅନୁଯାୟୀ ଦହି ଶୁକ୍ର ଗ୍ରହ ସହ ଜଡ଼ିତ। ଶୁକ୍ର ଗ୍ରହକୁ ମନୁଷ୍ୟର ଭୌତିକ ସୁଖ ଓ ସମୃଦ୍ଧିର କାରକ ବୋଲି କୁହାଯାଏ। ସୂର୍ଯ୍ୟାସ୍ତ ପରେ ଦହି ଦାନ କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି କମି ଯାଇପାରେ। ତେଣୁ ସୂର୍ଯ୍ୟାସ୍ତ ପରେ ଦହି ଦାନ କରନ୍ତୁ ନାହିଁ।

୪) ପିଆଜ ଓ ରସୁଣ- ସୂର୍ଯ୍ୟାସ୍ତ ପରେ ପିଆଜ ଓ ରସୁଣକୁ ବି ଦାନ କରିବା ଉଚିତ ନୁହେଁ। ଜ୍ୟୋତିଷଙ୍କ ଅନୁଯାୟୀ ପିଆଜ ଓ ରସୁଣ କେତୁ ଗ୍ରହ ସହ ଜଡ଼ିତ। କେତୁ ଗ୍ରହକୁ ନକାରାତ୍ମକ ଶକ୍ତିର ସ୍ୱାମୀ ବୋଲି କୁହାଯାଏ। ଏହା ବ୍ୟତୀତ ସୂର୍ଯ୍ୟାସ୍ତ ପରେ ହିଁ ଗୁଣିଗାରେଡ଼ି କରାଯାଇଥାଏ। ତେଣୁ ସୂର୍ଯ୍ୟାସ୍ତ ପରେ ନା କାହାକୁ ପିଆଜ ରସୁଣ ଦାନ ଦେବା ଉଚିତ ନା କାହାଠୁ ନେବା ଉଚିତ।

ଶାସ୍ତ୍ର ଅନୁଯାୟୀ ଏହି ୪ଟି ଜିନିଷକୁ ଦିନରେ ଦାନ କରିବା ଉଚିତ। କାରଣ ଏଗୁଡ଼ିକୁ ସନ୍ଧ୍ୟା କିମ୍ବା ରାତିରେ ଦାନ କରିଲେ ଆପଣ କାଙ୍ଗାଳ ହେବା ସହ ଅନେକ ସମସ୍ୟା ଭୋଗି ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story