ଜାଣନ୍ତୁ, ପୁରୁଣା କ୍ୟାଲେଣ୍ଡର ଘରେ ରଖିଲେ କ'ଣ ହୁଏ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କଥାରେ ଅଛି ‘old is gold’। ସେଥିପାଇଁ ପୁରୁଣା ଜିନିଷକୁ ଅନେକ ଲୋକ ସାଇତି ରଖିବାକୁ ଭଲ ପାଆନ୍ତି। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ସେହି ପୁରୁଣା ଜିନିଷ ଭିତରେ କେବେ କ୍ୟାଲେଣ୍ଡରକୁ ସାମିଲ୍ କରନ୍ତୁ ନାହିଁ। ଅର୍ଥାତ, ଘରେ କେବେ ପୁରୁଣା କ୍ୟାଲେଣ୍ଡର ରଖନ୍ତୁ ନାହିଁ। ବର୍ଷ ସରିବା ମାତ୍ରେ ଘରକୁ ନୂଆ କ୍ୟାଲେଣ୍ଡର ଆଣି ପୁରୁଣା କ୍ୟାଲେଣ୍ଡରକୁ ଯଥାଶୀଘ୍ର ବାହାର କରିଦିଅନ୍ତୁ। ସେହିପରି କ୍ୟାଲେଣ୍ଡରକୁ କେବେ ଘରର ଦକ୍ଷିଣ ପଟ କାନ୍ଥରେ […]

calender

calender

Rakesh Mallick
  • Published: Wednesday, 24 January 2018
  • Updated: 24 January 2018, 01:51 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): କଥାରେ ଅଛି 'old is gold'। ସେଥିପାଇଁ ପୁରୁଣା ଜିନିଷକୁ ଅନେକ ଲୋକ ସାଇତି ରଖିବାକୁ ଭଲ ପାଆନ୍ତି। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ସେହି ପୁରୁଣା ଜିନିଷ ଭିତରେ କେବେ କ୍ୟାଲେଣ୍ଡରକୁ ସାମିଲ୍ କରନ୍ତୁ ନାହିଁ। ଅର୍ଥାତ, ଘରେ କେବେ ପୁରୁଣା କ୍ୟାଲେଣ୍ଡର ରଖନ୍ତୁ ନାହିଁ। ବର୍ଷ ସରିବା ମାତ୍ରେ ଘରକୁ ନୂଆ କ୍ୟାଲେଣ୍ଡର ଆଣି ପୁରୁଣା କ୍ୟାଲେଣ୍ଡରକୁ ଯଥାଶୀଘ୍ର ବାହାର କରିଦିଅନ୍ତୁ। ସେହିପରି କ୍ୟାଲେଣ୍ଡରକୁ କେବେ ଘରର ଦକ୍ଷିଣ ପଟ କାନ୍ଥରେ ଟାଙ୍ଗନ୍ତୁ ନାହିଁ। କାରଣ ଏହା ପ୍ରଗତିରେ ବାଧା ସୃଷ୍ଟି କରିଥାଏ।

https://www.youtube.com/watch?v=00ZbLMTvdCQ

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos