ଭୁବନେଶ୍ୱର(ଓଡିଶା ରିପୋର୍ଟର): କଥାରେ ଅଛି 'old is gold'। ସେଥିପାଇଁ ପୁରୁଣା ଜିନିଷକୁ ଅନେକ ଲୋକ ସାଇତି ରଖିବାକୁ ଭଲ ପାଆନ୍ତି। କିନ୍ତୁ ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ସେହି ପୁରୁଣା ଜିନିଷ ଭିତରେ କେବେ କ୍ୟାଲେଣ୍ଡରକୁ ସାମିଲ୍ କରନ୍ତୁ ନାହିଁ। ଅର୍ଥାତ, ଘରେ କେବେ ପୁରୁଣା କ୍ୟାଲେଣ୍ଡର ରଖନ୍ତୁ ନାହିଁ। ବର୍ଷ ସରିବା ମାତ୍ରେ ଘରକୁ ନୂଆ କ୍ୟାଲେଣ୍ଡର ଆଣି ପୁରୁଣା କ୍ୟାଲେଣ୍ଡରକୁ ଯଥାଶୀଘ୍ର ବାହାର କରିଦିଅନ୍ତୁ। ସେହିପରି କ୍ୟାଲେଣ୍ଡରକୁ କେବେ ଘରର ଦକ୍ଷିଣ ପଟ କାନ୍ଥରେ ଟାଙ୍ଗନ୍ତୁ ନାହିଁ। କାରଣ ଏହା ପ୍ରଗତିରେ ବାଧା ସୃଷ୍ଟି କରିଥାଏ।
https://www.youtube.com/watch?v=00ZbLMTvdCQ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...