ଜାଣନ୍ତୁ କେଉଁ ଠାକୁରଙ୍କୁ ତୁଳସୀ ପତ୍ରରେ ପୂଜା କରାଯାଏ ନାହିଁ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦେବଦୁର୍ଲଭା ତୁଳସୀ ବିଷ୍ଣୁଙ୍କର ପ୍ରିୟ। ପୌରାଣିକ ଗ୍ରନ୍ଥଗୁଡ଼ିକରେ ତୁଳସୀ ପତ୍ରର ମହତ୍ତ୍ୱ ବିଷୟରେ ଉଲ୍ଲେଖ ରହିଛି। ପ୍ରତିଦିନ ତୁଳସୀ ଦର୍ଶନ କଲେ ପାପ କ୍ଷୟ ହୁଏ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ପୂଜା ଓ ଶ୍ରାଦ୍ଧ କର୍ମରେ ତୁଳସୀ ପତ୍ର ବ୍ୟବହାର କରିବା ଜରୁରୀ। ତୁଳସୀ ପତ୍ରରେ ପ୍ରତିଦିନ ଠାକୁର ପୂଜା କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ। ତେଣୁ ଠାକୁର ପୂଜା ସମୟରେ ଆମେ ଫୁଲ ସହ କିଛି ତୁଳସୀ ପତ୍ର ବ୍ୟବହାର କରୁ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ତୁଳସୀ ପତ୍ରରେ ଠାକୁର ପୂଜା କରିବା ସମୟରେ ଟିକେ ଧ୍ୟାନ ଦେବା ନିହାତି ଜରୁରୀ। କାରଣ &#039;ଶିବ&#039; ଓ &#039;ଗଣେଶ&#039;ଙ୍କୁ କେବେ ତୁଳସୀ ପତ୍ର ଦେଇ ପୂଜା କରନ୍ତୁ ନାହିଁ। ସେହିପରି ନଗାଧୋଇବା ପର୍ଯ୍ୟନ୍ତ କେବେ ତୁଳସୀ ଗଛରୁ ତୁଳସୀ ପତ୍ର ଛିଡାନ୍ତୁ ନାହିଁ। ଏହାଦ୍ୱାରା ପାପ ହୋଇଥାଏ।</p>

Ordigital Desk
  • Published: Friday, 12 January 2018
  • Updated: 12 January 2018, 12:57 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦେବଦୁର୍ଲଭା ତୁଳସୀ ବିଷ୍ଣୁଙ୍କର ପ୍ରିୟ। ପୌରାଣିକ ଗ୍ରନ୍ଥଗୁଡ଼ିକରେ ତୁଳସୀ ପତ୍ରର ମହତ୍ତ୍ୱ ବିଷୟରେ ଉଲ୍ଲେଖ ରହିଛି। ପ୍ରତିଦିନ ତୁଳସୀ ଦର୍ଶନ କଲେ ପାପ କ୍ଷୟ ହୁଏ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ପୂଜା ଓ ଶ୍ରାଦ୍ଧ କର୍ମରେ ତୁଳସୀ ପତ୍ର ବ୍ୟବହାର କରିବା ଜରୁରୀ। ତୁଳସୀ ପତ୍ରରେ ପ୍ରତିଦିନ ଠାକୁର ପୂଜା କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ। ତେଣୁ ଠାକୁର ପୂଜା ସମୟରେ ଆମେ ଫୁଲ ସହ କିଛି ତୁଳସୀ ପତ୍ର ବ୍ୟବହାର କରୁ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ତୁଳସୀ ପତ୍ରରେ ଠାକୁର ପୂଜା କରିବା ସମୟରେ ଟିକେ ଧ୍ୟାନ ଦେବା ନିହାତି ଜରୁରୀ। କାରଣ &#039;ଶିବ&#039; ଓ &#039;ଗଣେଶ&#039;ଙ୍କୁ କେବେ ତୁଳସୀ ପତ୍ର ଦେଇ ପୂଜା କରନ୍ତୁ ନାହିଁ। ସେହିପରି ନଗାଧୋଇବା ପର୍ଯ୍ୟନ୍ତ କେବେ ତୁଳସୀ ଗଛରୁ ତୁଳସୀ ପତ୍ର ଛିଡାନ୍ତୁ ନାହିଁ। ଏହାଦ୍ୱାରା ପାପ ହୋଇଥାଏ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos