ଇଗ୍‌ନୋରେ ବିଭିନ୍ନ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ଇନ୍ଦିରାଗାନ୍ଧୀ ନ୍ୟାସନାଲ ଓପନ୍‌ ୟୁନିଭର୍ସିଟି ତରଫରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଟ୍ରେନି ଲାଇବ୍ରେରୀ, ପ୍ରୋଜେକ୍ଟ ଆସୋସିଏଟ୍‌ ଏବଂ ସିନିୟର ପ୍ରୋଜେକ୍ଟ ଆସୋସିଏଟ୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନର ଶେଷ ତାରିଖ ରହିଛି ୩୦ ଜୁନ୍‌ ୨୦୧୮। ପଦବୀ ସଂଖ୍ୟା ଟ୍ରେନି ଲାଇବ୍ରେରୀ- ୧୧ ପ୍ରୋଜେକ୍ଟ ଆସୋସିଏଟ୍‌- ୦୯ ସିନିୟର ପ୍ରୋଜେକ୍ଟ ଆସୋସିଏଟ୍‌- ୦୫ ଚାକିରି ସ୍ଥାନ– ନୂଆଦିଲ୍ଲୀ ଶିକ୍ଷାଗତ ଯୋଗ୍ୟତା ଟ୍ରେନି ଲାଇବ୍ରେରୀ- ଲାଇବ୍ରେରୀ ସାଇନ୍ସ ବିଷୟରେ ବ୍ୟାଚଲର ଡିଗ୍ରୀ […]

employment

employment

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 06:47 PM IST

Sports

Latest News

ଇନ୍ଦିରାଗାନ୍ଧୀ ନ୍ୟାସନାଲ ଓପନ୍‌ ୟୁନିଭର୍ସିଟି ତରଫରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଟ୍ରେନି ଲାଇବ୍ରେରୀ, ପ୍ରୋଜେକ୍ଟ ଆସୋସିଏଟ୍‌ ଏବଂ ସିନିୟର ପ୍ରୋଜେକ୍ଟ ଆସୋସିଏଟ୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନର ଶେଷ ତାରିଖ ରହିଛି ୩୦ ଜୁନ୍‌ ୨୦୧୮।

ପଦବୀ ସଂଖ୍ୟା

ଟ୍ରେନି ଲାଇବ୍ରେରୀ- ୧୧

ପ୍ରୋଜେକ୍ଟ ଆସୋସିଏଟ୍‌- ୦୯

ସିନିୟର ପ୍ରୋଜେକ୍ଟ ଆସୋସିଏଟ୍‌- ୦୫

ଚାକିରି ସ୍ଥାନ- ନୂଆଦିଲ୍ଲୀ

ଶିକ୍ଷାଗତ ଯୋଗ୍ୟତା

ଟ୍ରେନି ଲାଇବ୍ରେରୀ- ଲାଇବ୍ରେରୀ ସାଇନ୍ସ ବିଷୟରେ ବ୍ୟାଚଲର ଡିଗ୍ରୀ କରିଥିବା ଆବଶ୍ୟକ।

ବେତନ- ମାସକୁ ୧୮,୦୦୦ ଟଙ୍କା

ପ୍ରୋଜେକ୍ଟ ଆସୋସିଏଟ୍‌- ଲାଇବ୍ରେରୀ ସାଇନ୍ସ ବିଷୟରେ ମାଷ୍ଟର ଡିଗ୍ରୀ କରିଥିବା ଆବଶ୍ୟକ।

ବେତନ- ମାସକୁ ୩୫,୦୦୦ ଟଙ୍କା

ସିନିୟର ପ୍ରୋଜେକ୍ଟ ଆସୋସିଏଟ୍- ଲାଇବ୍ରେରୀ ସାଇନ୍ସ ବିଷୟରେ ମାଷ୍ଟର ଡିଗ୍ରୀ କରିଥିବା ଆବଶ୍ୟକ। ୫ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ବେତନ- ମାସକୁ ୫୦.୦୦୦ ଟଙ୍କା

ଚୟନ ପ୍ରକିୟା

ଲିଖିତ ଏବଂ ସାକ୍ଷାତ ଇଣ୍ଟରଭ୍ୟୁ ମାଧ୍ୟରେ ପ୍ରାର୍ଥୀ ଚୟନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story