ଇନ୍ଦିରାଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭର୍ସିଟି ତରଫରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଟ୍ରେନି ଲାଇବ୍ରେରୀ, ପ୍ରୋଜେକ୍ଟ ଆସୋସିଏଟ୍ ଏବଂ ସିନିୟର ପ୍ରୋଜେକ୍ଟ ଆସୋସିଏଟ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନର ଶେଷ ତାରିଖ ରହିଛି ୩୦ ଜୁନ୍ ୨୦୧୮।
ପଦବୀ ସଂଖ୍ୟା
ଟ୍ରେନି ଲାଇବ୍ରେରୀ- ୧୧
ପ୍ରୋଜେକ୍ଟ ଆସୋସିଏଟ୍- ୦୯
ସିନିୟର ପ୍ରୋଜେକ୍ଟ ଆସୋସିଏଟ୍- ୦୫
ଚାକିରି ସ୍ଥାନ- ନୂଆଦିଲ୍ଲୀ
ଶିକ୍ଷାଗତ ଯୋଗ୍ୟତା
ଟ୍ରେନି ଲାଇବ୍ରେରୀ- ଲାଇବ୍ରେରୀ ସାଇନ୍ସ ବିଷୟରେ ବ୍ୟାଚଲର ଡିଗ୍ରୀ କରିଥିବା ଆବଶ୍ୟକ।
ବେତନ- ମାସକୁ ୧୮,୦୦୦ ଟଙ୍କା
ପ୍ରୋଜେକ୍ଟ ଆସୋସିଏଟ୍- ଲାଇବ୍ରେରୀ ସାଇନ୍ସ ବିଷୟରେ ମାଷ୍ଟର ଡିଗ୍ରୀ କରିଥିବା ଆବଶ୍ୟକ।
ବେତନ- ମାସକୁ ୩୫,୦୦୦ ଟଙ୍କା
ସିନିୟର ପ୍ରୋଜେକ୍ଟ ଆସୋସିଏଟ୍- ଲାଇବ୍ରେରୀ ସାଇନ୍ସ ବିଷୟରେ ମାଷ୍ଟର ଡିଗ୍ରୀ କରିଥିବା ଆବଶ୍ୟକ। ୫ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
ବେତନ- ମାସକୁ ୫୦.୦୦୦ ଟଙ୍କା
ଚୟନ ପ୍ରକିୟା
ଲିଖିତ ଏବଂ ସାକ୍ଷାତ ଇଣ୍ଟରଭ୍ୟୁ ମାଧ୍ୟରେ ପ୍ରାର୍ଥୀ ଚୟନ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।