ପରସ୍ପରକୁ ଦେଖିଲେ ଜଗା-କାଳିଆ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଗା-କାଳିଆ ଆଜି ପରସ୍ପରକୁ ଦେଖିଛନ୍ତି। ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ପ୍ରଥମ ଥର ପାଇଁ ଦୁଇ ଭାଇ ପରସ୍ପରକୁ ଦେଖିଛନ୍ତି। ଏହାସହିତ  ଏମ୍ସ ପକ୍ଷରୁ ତାଙ୍କ ପୂରା ପରିବାରର ଫଟୋ ରିଲିଜ୍‌ କରାଯାଇଛି। ଏହି ଫଟୋରେ ଜଗା-କାଳିଆଙ୍କ ସହ ତାଙ୍କ ବାପା ଓ ମାଆ ମଧ୍ୟ ଅଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ହେଉଥିବା ଏମ୍ସ ପକ୍ଷରୁ କୁହାଯାଇଛି।

jagakalia

Rakesh Mallick
  • Published: Sunday, 31 December 2017
  • , Updated: 31 December 2017, 11:48 AM IST

Related story