ନୂଆଖାଇ ନୃତ୍ୟରେ କମ୍ପିଲା ବେଙ୍ଗ।ଲୋର: ଦେଖନ୍ତୁ ଭିଡିଓ

<p>ବେଙ୍ଗ।ଲୋର: ଓଡ଼ିଶା ବାହାରେ ଓଡ଼ିଆ ପର୍ବ। ବେଙ୍ଗ।ଲୋରରେ ପାଳନ ହୋଇଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ସେଠାରେ ରହୁଥିବା ପ୍ରବାଶୀ ଓଡିଆ ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି। ନୃତ୍ୟଗୀତ ସାଙ୍କକୁ ନୂଆ ଅନ୍ନ ଭୋଜନର ସମସ୍ତେ ମଜା ନେଇଥିଲେ। ଏହି ଅବସରରେ ବେଙ୍ଗ।ଲୋର ବିଭିନ୍ନ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ତେବେ ନୂଆଖାଇ କୁଟୁମ୍ୱ ଏବଂ ନୂଆଖାଇ ଫ।ଉଣ୍ଡେସନ ତରଫରୁ ଆୟୋଜିତ ହୋଥିବା କାର୍ଯ୍ୟକ୍ରମ ନିଆରା ଥିଲା।</p> <p>ଏହି କାର୍ଯ୍ୟକ୍ରମରେ ଓଡିଶାର ବହୁ ବିଶିଷ୍ଟ ବ୍ୟକ୍ତିକୁ ଆମନ୍ତ୍ରଣ କରାଯାଇଥିଲା । ପାରମ୍ପରିକ ନୃତ୍ୟ ,ଗୀତ ଏବଂ ବାଦ୍ୟରେ କମ୍ପି ଥିଲା ବେଙ୍ଗାଲୋର ସହର। କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡିଆ ମାନଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା । ରଙ୍ଗବତୀ କନକଲତା ଗୀତକୁ ରଚନା କରିଥିବା ମିତ୍ରଭାନୁ ଗଉନ୍ତିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସବୁଠାରୁ ଆକର୍ଷଣ ଥିଲା ପେଟ୍ରିସାଙ୍କ ଓଡିଶୀ ନୃତ୍ୟ। ଆମେରିକା ନାଗରିକ ପେଟ୍ରିସାଙ୍କ ଓଡିଶୀ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ସେହିପରି ବଲିଉଡ ତାରକା ପୁଜା ସାହୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ କଳାକାର ପୃଥିରାଜ ନାୟକ ମଧ୍ୟ ଯୋଗଦେଇଥିଲେ।</p>

Ordigital Desk
  • Published: Monday, 04 September 2017
  • Updated: 04 September 2017, 12:40 PM IST

Sports

Latest News

<p>ବେଙ୍ଗ।ଲୋର: ଓଡ଼ିଶା ବାହାରେ ଓଡ଼ିଆ ପର୍ବ। ବେଙ୍ଗ।ଲୋରରେ ପାଳନ ହୋଇଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ସେଠାରେ ରହୁଥିବା ପ୍ରବାଶୀ ଓଡିଆ ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି। ନୃତ୍ୟଗୀତ ସାଙ୍କକୁ ନୂଆ ଅନ୍ନ ଭୋଜନର ସମସ୍ତେ ମଜା ନେଇଥିଲେ। ଏହି ଅବସରରେ ବେଙ୍ଗ।ଲୋର ବିଭିନ୍ନ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ତେବେ ନୂଆଖାଇ କୁଟୁମ୍ୱ ଏବଂ ନୂଆଖାଇ ଫ।ଉଣ୍ଡେସନ ତରଫରୁ ଆୟୋଜିତ ହୋଥିବା କାର୍ଯ୍ୟକ୍ରମ ନିଆରା ଥିଲା।</p><p>ଏହି କାର୍ଯ୍ୟକ୍ରମରେ ଓଡିଶାର ବହୁ ବିଶିଷ୍ଟ ବ୍ୟକ୍ତିକୁ ଆମନ୍ତ୍ରଣ କରାଯାଇଥିଲା । ପାରମ୍ପରିକ ନୃତ୍ୟ ,ଗୀତ ଏବଂ ବାଦ୍ୟରେ କମ୍ପି ଥିଲା ବେଙ୍ଗାଲୋର ସହର। କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡିଆ ମାନଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା । ରଙ୍ଗବତୀ କନକଲତା ଗୀତକୁ ରଚନା କରିଥିବା ମିତ୍ରଭାନୁ ଗଉନ୍ତିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସବୁଠାରୁ ଆକର୍ଷଣ ଥିଲା ପେଟ୍ରିସାଙ୍କ ଓଡିଶୀ ନୃତ୍ୟ। ଆମେରିକା ନାଗରିକ ପେଟ୍ରିସାଙ୍କ ଓଡିଶୀ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ସେହିପରି ବଲିଉଡ ତାରକା ପୁଜା ସାହୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ କଳାକାର ପୃଥିରାଜ ନାୟକ ମଧ୍ୟ ଯୋଗଦେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos