ଘରୁ ମା’ ପାଖରୁ ଝାମ୍ପିନେଲା ବାଘ; ଜଙ୍ଗଲରୁ ମିଳିଲା ହାଡ଼

Ordigital Desk
  • Published: Saturday, 27 May 2017
  • , Updated: 27 May 2017, 09:24 AM IST
<p>[vc_row][vc_column][vc_video link=&quot;: ମା&rsquo; ପାଖରୁ ପିଲାକୁ ଝାମ୍ପିନେଲା ବାଘ। ଏହି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ହଳଦୀ ଗାଁରେ । ଗତକାଲି ରାତିରେ ମା&rsquo; ପାଖରେ ଶୋଇଥିବା ବେଳେ ୪ ବର୍ଷର ଶିଶୁ ପୁତ୍ରକୁ&nbsp; କଲରାପତ୍ରିଆ ବାଘ ଝାମ୍ପି ନେଇଥିଲା।</p> <p>ଆଜି ସକାଳେ ଗାଁ ନିକଟ ଜଙ୍ଗଲ ଭିତରୁ ଶିଶୁଟିର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ପୋଲିସ୍ ଓ ବନ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି।[/vc_column_text][/vc_column][/vc_row]</p>

Related story