ନବୀନଙ୍କୁ ଶାହଙ୍କ କଟା‍କ୍ଷ-ପୁରସ୍କାର ପାଇଲେ ବିକାଶ ହେବନି;ଦାମଙ୍କ କାଉଣ୍ଟର-ଶାହ ସଟ୍ଟା ବେପାରୀ ପରି କଥା କହୁଛନ୍ତି
ଭୁବନେଶ୍ୱର: ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ଓଡ଼ିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଏକ ସାମ୍ବାଦିକ ସମ୍ମିଳିନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି। କହିଛନ୍ତି- “କୌଣସି ପତ୍ରିକାରୁ ପୁରସ୍କାର ନେଲେ ରାଜ୍ୟର ବିକାଶ ହୁଏନାହିଁ। ଓଡ଼ିଶାକୁ କେନ୍ଦ୍ରରୁ ବହୁତ ଆର୍ଥିକ ଅନୁଦାନ ମିଳୁଛି। କିନ୍ତୁ ସେହି ଅନୁସାରେ ବିକାଶ ହେଉନାହିଁ। ଗତ ୩ ବର୍ଷ ଭିତରେ କେନ୍ଦ୍ର ଓଡ଼ିଶାକୁ ସର୍ବାଧିକ ସହାୟତା ଦେଇଛି। ଓଡ଼ିଶାର ବିକାଶ ପାଇଁ ଆମକୁ ରାଜ୍ୟ ସରକାରଙ୍କ ସହାୟତା ମିଳୁନି। ଦାନ ମାଝୀ ଘଟଣା ରାଜ୍ୟର ଛବିକୁ ମଳିନ କରିଛି।”
ସେ ଆହୁରି କହିଛନ୍ତି- “ମୋଦି ସରକାର ପଛୁଆବର୍ଗକୁ ସମ୍ମାନ ଦେବାକୁ ବଦ୍ଧ ପରିକର। ୨୦୧୮ ମେ’ ସୁଦ୍ଧା ସବୁ ଗାଁରେ ବିଜୁଳି ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ୩ ବର୍ଷ ଭିତରେ ଗରିବ ଓ ଦଳିତଙ୍କ ଉତଥାନ ପାଇଁ ବ୍ୟବସ୍ଥା ହୋଇଛି। ବ୍ୟାଙ୍କ ଆକାଉଣ୍ଟ ଓ ମାଗଣା ଗ୍ୟାସ କନେକ୍ସନ ଏହାର ଉଦାହରଣ।”
ଅମିତ ଶାହ ପୁଣି ଓଡ଼ିଶା ବିଧାନସଭାରେ ୧୨୦ରୁ ଅଧିକ ଆସନ ହାସଲ ଅଭିଯାନକୁ ଦୋହରାଇଛନ୍ତି। କହିଛନ୍ତି- “ଯାହାର ବୟସ ହୋଇଯାଇଛି, ସେମାନେ ହୁଏତ ଏହାକୁ ଅସମ୍ଭବ ବୋଲି କହିପାରନ୍ତି। କିନ୍ତୁ ଯୁବପିଢ଼ି ପାଇଁ ଏହା ଅସମ୍ଭବ ନୁହେଁ। ୨୦୧୯ରେ କିଏ ସେନାପତି ହେବ, ତାହା ସ୍ଥିର ହୋଇନାହିଁ।  ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ।”
ଅନ୍ୟପକ୍ଷରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ ଦାମୋଦର ରାଉତ।  ସେ କହିଛନ୍ତି- “ଅମିତ ଜଣେ ସଟ୍ଟା ବେପାରୀ ଭଳି କଥାବାର୍ତ୍ତା କରୁଛନ୍ତି। ତାଙ୍କ ଆଚରଣ ଓ ଉଚ୍ଚାରଣ ଭାରତୀୟ ଗଣତନ୍ତ୍ର ସହ ସଂପର୍କ ରଖୁନି। ବିଜେପିରେ ପରିବାରବାଦ ରାଜନୀତିର ଉଦାହରଣ ବହୁତ ଅଛି। ବିଜେପି ରଜା ପୁଅ ରଜା ହେବାରେ ବିଶ୍ୱାସ ରଖନ୍ତି।”
Ordigital Desk
• Published: Thursday, 07 September 2017
• Updated: 07 September 2017, 02:56 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos